ସ୍କୁଲ୍ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ସ୍କୁଲ୍ରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଓଡ଼ିଶାର ମେଡିକାଲ୍ ଓ ଇଂଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ର ଏହି ଏ୍ୟ÷ତିହାସିକ

ପରୀ ମାମଲା: ହାଇକୋର୍ଟରେ ମିସ୍‌ କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ତା’ର ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ

ଏପାଖେ କୃଷକ, ସେପାଖେ ସରକାର – ଚାଲିଛି ଷଷ୍ଠ ପର୍ଯ୍ୟାୟ ଆଲୋଚନା

କୃଷି ଆଇନକୁ ବିରୋଧ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଆଲୋଚନା ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ନିଷ୍କର୍ସ ବାହାରି ପାରିନାହିଁ। କୃଷକ ସଂଗଠନର ପ୍ରତିନିଧିମାନେ ୩ଟି କୃଷି

ପ୍ରମୋଦିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଜଣେ ଗିରଫ

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାୟକ ହତ୍ୟା ଘଟଣାର ବୁଧବାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସେହି ଗ୍ରାମର ପ୍ରକାଶ ବେହେରା(୩୫)ଙ୍କୁ ପୁଲିସ ଗିରଫ କରିଛି। ବୁଧବାର ଏନେଇ ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ

ପୋଖରୀରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ହନୁମାନ ମନ୍ଦିର ନିକଟ ଶ୍ମାଶାନ ଘାଟ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଓମ ନଗର ଅଞ୍ଚଳର ହୃଷିକେଶ ମହାପାତ୍ର ବୋଲି ସୂଚନା ମିଳିଛି । ଗତକାଲି ରାତିରୁ ସେ ପୋଖରୀରେ ପଡି ମୃତ୍ୟୁ ହୋଇଥିବା

ଦୁର୍ନୀତି ଓ ଅପାରଗତା ପାଇଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଉକ୍ତ ୬ ଅଧିକାରୀଙ୍କୁ ଅବସର ଦିଆଯାଇଛି ବୋଲି ଜଣାପଡ଼ିଛି। ଅପାରଗତା ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ସରକାର।

ସୋନିଆଙ୍କୁ ଚିଠି; ଉଦ୍ଧବ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ହେଉଛି ଷଡ଼ଯନ୍ତ୍ର

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ କ୍ଷମତାସୀନ ମହାବିକାଶ ଅଘାଡ଼ୀ ମେଣ୍ଟ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଛି। ବିଭିନ୍ନ କାର୍ଯ୍ୟକ୍ରମରେ କଂଗ୍ରେସକୁ ଅଣଦେଖା କରାଯାଉଛି। ଏଭଳି ଅଭିଯୋଗ କରିଛନ୍ତି ମୁମ୍ବଇ କଂଗ୍ରେସର ମହାସଚିବ

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ

କାର ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଦୁଇ ବନ୍ଧୁ

ବନ୍ଧୁ ପାଲଟିଗଲେ ରାକ୍ଷସ। କାର ଭିତରେ ବାନ୍ଧବୀକୁ ଅସଦାଚରଣ କଲେ। ବାନ୍ଧବୀ ପ୍ରତିବାଦ କରିବାରୁ ଚଳନ୍ତା କାର୍‌ରୁ ତାଙ୍କୁ ଠେଲିଦେଲେ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କଲକାତାରେ। ଜନ୍ମଦିନ ପାର୍ଟିରୁ ଦୁଇ ବନ୍ଧୁଙ୍କ ସହିତ ଫେରିବା ବାଟରେ ଯୁବତୀ ଜଣକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି।

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି କୃଷକ ସଂଗଠନ ପ୍ରତିନିଧି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପହଞ୍ଚିଥିଲେ।