ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାରକୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ

୮ଟି ୟୁରୋପୀୟ ରାଷ୍ଟ୍ରରେ ବ୍ୟାପୁଛି କରୋନାର ନୂଆ ‘ଷ୍ଟ୍ରେନ୍’

ଜେନିଭା: ୮ଟି ୟୁରୋପୀୟ ଦେଶରେ ଗୁଣସୂତ୍ର ପରିବର୍ତିତ ବା ନୂଆ ‘ଷ୍ଟ୍ରେନ୍’ର କରୋନା ଭୂତାଣୁ୍ ଚିହ୍ନଟ କରାଯାଇଥିବା କଥା ୟୁରୋପ ଦାୟିତ୍ୱରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିଦେ୍ର୍ଧଶକ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ବୋଲି ମଧ୍ୟ ସେ

କୋଭିଡ ସଚେତନତା ରଥର କେନ୍ଦ୍ରାପଡାରେ ଶୁଭାରମ୍ଭ

କେନ୍ଦ୍ରାପଡା- ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ରଥର ଆଜି କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୁଲ୍ୟରେ ଏଠାରେ

ଦୂର ସଂଚାର ନିଗମ ସବଡିଭିଜନ କାର୍ଯ୍ୟାଳୟ ଉଠିଗଲା

ଭଞ୍ଜନଗର: ଭାରତୀୟ ଦୂର ସଂଚାର ନିଗମ ଭଞ୍ଜନଗର ଶାଖା ଏବେ ଏଠାରୁ ଉଠିଯାଇଛି । ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍ ସଂଯୋଗ ହୋଇଥିଲା । ଗାଁ ଗାଁରେ ଦୂର ଭାଷାର ଏକମାତ୍ର ଶ୍ରେୟ ଥିଲା ବିଏସ୍ଏନ୍ଏଲ ସଂସ୍ଥା । ଶହଶହ କିମି ବ୍ୟାପି ଭୂତଳ ଗର୍ଭରେ କେବୁଲ

ଅଟଳଜିଙ୍କ ପ୍ରତିମୂର୍ତିକୁ ଜପାରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର: ବଡ଼ଦିନ ଅବସରରେ ରାଷ୍ଟ୍ରନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ

ଘରେ ଲାଗିଗଲା ନିଆଁ, ମା’ ଓ ୩ ଶିଶୁ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘରଠୁ ଅଳ୍ପ ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା

ତିହାର ଜେଲରୁ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ

ନୂଆଦିଲ୍ଲୀ: ଜେଲ ପରିସରରୁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ କରାଯାଇଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦେଶର ତିହାର ଜେଲରେ। କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଦେଶର ଏହି ପ୍ରମୁଖ ଜେଲରୁ ଅଭିଯୁକ୍ତଙ୍କୁ ଅପହରଣ କରି ନିଆଯିବା ଘଟଣା ଏବେ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି

ବନ୍ଧରେ ବୁଡ଼ି ଚଳଚ୍ଚିତ୍ର ଅଭିନେତାଙ୍କ ମୃତ୍ୟୁ

ତିରୁଅନନ୍ତପୁରମ: ବନ୍ଧରେ ବୁଡ଼ି ଯିବାରୁ ମାଲାୟାଲମ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅନୀଲ ନେଦୁମଙ୍ଗଦଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଅନୀଲ ତାଙ୍କ ସାଙ୍ଗମାନଙ୍କ ସହ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ତେବେ

ବାହାଘରର ୩ ମାସ ପରେ ଜ୍ୱାଇଁଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକ

କୋଚି : ନିଜ ଝିଅ ମଥାର ସିନ୍ଦୂର ପୋଛି ଦେଇଛନ୍ତି ପରିବାର ଲୋକ। ବାହାଘରର ୩ ମାସ ପରେ ଝିଅର ସ୍ୱାମୀଙ୍କୁ ତାଙ୍କରି ପରିବାର ଲୋକ ମାଡ଼ ମାରି ହତ୍ୟା କରିଛନ୍ତି। କେରଳର ପାଲାକ୍କଡ ଜିଲ୍ଲାରେ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ

ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କଲେ…

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା