ଦୂର ସଂଚାର ନିଗମ ସବଡିଭିଜନ କାର୍ଯ୍ୟାଳୟ ଉଠିଗଲା

ଭଞ୍ଜନଗର: ଭାରତୀୟ ଦୂର ସଂଚାର ନିଗମ ଭଞ୍ଜନଗର ଶାଖା ଏବେ ଏଠାରୁ ଉଠିଯାଇଛି । ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍ ସଂଯୋଗ ହୋଇଥିଲା । ଗାଁ ଗାଁରେ ଦୂର ଭାଷାର ଏକମାତ୍ର ଶ୍ରେୟ ଥିଲା ବିଏସ୍ଏନ୍ଏଲ ସଂସ୍ଥା । ଶହଶହ କିମି ବ୍ୟାପି ଭୂତଳ ଗର୍ଭରେ କେବୁଲ…

ଅଟଳଜିଙ୍କ ପ୍ରତିମୂର୍ତିକୁ ଜପାରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର: ବଡ଼ଦିନ ଅବସରରେ ରାଷ୍ଟ୍ରନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ…

ଘରେ ଲାଗିଗଲା ନିଆଁ, ମା’ ଓ ୩ ଶିଶୁ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘରଠୁ ଅଳ୍ପ ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା…

ତିହାର ଜେଲରୁ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ

ନୂଆଦିଲ୍ଲୀ: ଜେଲ ପରିସରରୁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ କରାଯାଇଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦେଶର ତିହାର ଜେଲରେ। କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଦେଶର ଏହି ପ୍ରମୁଖ ଜେଲରୁ ଅଭିଯୁକ୍ତଙ୍କୁ ଅପହରଣ କରି ନିଆଯିବା ଘଟଣା ଏବେ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି…

ବନ୍ଧରେ ବୁଡ଼ି ଚଳଚ୍ଚିତ୍ର ଅଭିନେତାଙ୍କ ମୃତ୍ୟୁ

ତିରୁଅନନ୍ତପୁରମ: ବନ୍ଧରେ ବୁଡ଼ି ଯିବାରୁ ମାଲାୟାଲମ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅନୀଲ ନେଦୁମଙ୍ଗଦଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଅନୀଲ ତାଙ୍କ ସାଙ୍ଗମାନଙ୍କ ସହ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ତେବେ…

ବାହାଘରର ୩ ମାସ ପରେ ଜ୍ୱାଇଁଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକ

କୋଚି : ନିଜ ଝିଅ ମଥାର ସିନ୍ଦୂର ପୋଛି ଦେଇଛନ୍ତି ପରିବାର ଲୋକ। ବାହାଘରର ୩ ମାସ ପରେ ଝିଅର ସ୍ୱାମୀଙ୍କୁ ତାଙ୍କରି ପରିବାର ଲୋକ ମାଡ଼ ମାରି ହତ୍ୟା କରିଛନ୍ତି। କେରଳର ପାଲାକ୍କଡ ଜିଲ୍ଲାରେ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…

ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କଲେ…

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା…

ମାସକୁ ୨ ଥର ରୂପ ବଦଳାଉଛି କରୋନା

ପୁଣେ: କରୋନା ଭୂତାଣୁ ପୂର୍ବରୁ ଅନେକ ଥର ମ୍ୟୁଟେଟ୍‌ ଅର୍ଥାତ ରୂପ ବଦଳାଇ ସାରିଛି। ମାସକୁ ଏହି ଭୂତାଣୁ ପ୍ରାୟ ୨ ଥର ରୂପ ବଦଳାଉଛି ବୋଲି ଦିଲ୍ଲୀ ଏମ୍‌ସ୍‌ ନିର୍ଦେଶକ ତଥା କୋଭିଡ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି। ତେଣୁ ନୂଆ…

ସୋପିଆନ୍‌ରେ ଏନକାଉଣ୍ଟର; ଟଳିଲେ ଦୁଇ ଆତଙ୍କୀ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ଇମାମ ସାହିର କନିଗାମ୍‌ ଗାଁରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା…

ରାଜ୍ୟରେ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ୍

ନିଆଳି : ବହୁ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ନୂଆସାହି ଗାଁରେ କରୋନାରେ ଜଣଙ୍କ…