କରୋନାର ନୂଆ ଷ୍ଟ୍ରେନ ୫୬% ଘାତକ

ଲଣ୍ଡନ: ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଏହା ସଂକ୍ରାମିତ କରିବା ପାଇଁ ଅଧିକ ୫୬% କ୍ଷମତା ରଖିଛି । ଏହାଦ୍ୱାରା ଅଧିକ ଜୀବନ ମଧ୍ୟ ଯାଇପାରେ ।…

ମାଓବାଦୀ ରକ୍ତମୁଖା: ଘରୁ ଡାକି ନେଇ ଜଣଙ୍କୁ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୋଲିସ ଇନଫର୍ମର କହି ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତକ ଆନ୍ଧ୍ର ପ୍ରଦେଶ ବିଶାଖାପାଟନାମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ…

କମିଟି ଗଠନ ହେଉ

ତିନି କୃଷି ଆଇନ ଉଛେଦ ଦରବିରେ ଦୀର୍ଘ ତିନି ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ଦିଲ୍ଲୀ ସୀମାରେ ଖୋଲଶ ଆକାଶ ତଳେ ଅସହ୍ୟ ଶୀତ କାକରରେ ଧାରଣାରେ ବସିଥିବା ଚାଷୀଙ୍କ ସମସ୍ୟାର ସମଧାନ ଲାଗି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଆଲାଚନା ପାଇଁ ସୁପି୍ରମକୋର୍ଟଙ୍କ ପରାମର୍ଶ ଦ୍ୱାରୋ…

ମାଙ୍କଡ଼ କାମୁଡ଼ାରେ ୨ ଆହତ

ବାଲିକୁଦା: ମାଙ୍କଡ ଆକ୍ରମଣରେ ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ।ସେମାନଙ୍କ ମଧ୍ୟରେ ଜଣେ ମହିଲା ହୋଇଥିବା ବେଳେ ଜଣେ ୧୨ ବର୍ଷ ନାବାଳକ ବୋଲି ସୂଚନା ମିଳିଛି । ମାଛଗାଁ ଅଞ୍ଚଳରେ ଗତ କିଛି ଦିନ ହେବ ଏହି ମାଙ୍କଡ଼ ଆତଙ୍କ ଚଳାଇ ଚାଲିଛି । ଗତକାଲି ଏହି ମାଙ୍କଡଟି ମାଙ୍କଡ଼ ମାଛଗାଁ…

ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଭିତିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ରାସ୍ତାକୁ ବନ୍ଦ କରାଯିବା ସହ ପ୍ରାଣୀ ଉଦ୍ୟାନ ପରିସରରେ ଦୁଇ ସେକ୍ସନ ପୋଲିସ…

କରୋନା ଟିକା ଦାନ ପାଇଁ ୩୦ ଜିଲ୍ଲାରେ ହେବ ୩୨ ସେଂଟର

ଭୁବନେଶ୍ୱର: କରୋନା ଭ୍ୟାକସିନ୍କୁ ନେଇ ସମସ୍ତଙ୍କ ମଧ୍ୟରେ ଉସôକତା ଲାଗି ରହିଥିବା ବେଳେ ଏଥିନିମନ୍ତେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ବି ରାଜ୍ୟମାନଙ୍କୁ ଗ୍ରୀନ ସିଗନାଲ ଦେଇସାରିଛି । ଏପରି ସ୍ଥିତିରେ ଖୁବ୍ ଶୀଘ୍ର କରୋନା ଭ୍ୟାକସିନ ନେଇ ସୂଚନା ମିଳିସାରିଥିବା ବେଳେ ଏହାର ସଂରକ୍ଷଣ ଓ ବଂଟନ…

ଟ୍ରକ ଧକ୍କାରେ ୩ ବାଇକ ଆରୋହି ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ବାଇକକୁ ପଛରୁ ଧକ୍କାଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିାନାହିଁ । କିନ୍ତୁ…

ପୂରଣ ହେବ ୯୭୨ ଅଧ୍ୟାପକ ପଦ, ୮୦ଜଣଙ୍କୁ ନିଯୁକ୍ତିପତ୍ର ବଂଟନ

ଭୁବନେଶ୍ୱର: ଡିଗ୍ରି କଲେଜଗୁଡିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ୨୦୧୬ରୁ ସୁଦ୍ଧା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି ।…

ଘଟଣା ବିଷୟରେ ଜାଣିଥିଲେ ସରୋଜ ପରିବାର

ଭୁବନେଶ୍ଵର: ଯଦୁପୁର ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର ବଡ଼ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛି। ସରୋଜ ନାବାଳିକାକୁ ହତ୍ୟା କରିଥିବା ଘଟଣା ବିଷୟରେ ତା’ର ପରିବାର ଲୋକେ ଜାଣିଥିଲେ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି। …

ପୁଣେ ପଠାଗଲା ବ୍ରିଟେନ ଫେରନ୍ତାଙ୍କ ସ୍ବାବ୍ ନମୁନା

ଭୁବନେଶ୍ଵର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଭୁବନେଶ୍ଵରକୁ ବ୍ରିଟେନରୁ ଜଣେ ବ୍ୟକ୍ତି ଫେରିବା ଏବଂ ସେ କରୋନା ପଜିଟିଭ୍‌ ବାହାରିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।…