ଜାମ୍ମୁରୁ ୪ ଆତଙ୍କବାଦୀ ଗିରଫ
ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ଗୁରୁବାର ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେନା ପକ୍ଷରୁ ଅବନ୍ତୀପୋରା ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। ସମସ୍ତ ଆତଙ୍କବାଦୀ ଅଲ-ବଦର ସଂଗଠନର ବୋଲି ଜଣାପଡ଼ିଛି। ଗିରଫଦାରି ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍!-->…