ଚିନ୍ତା ବଢାଇଲା ବ୍ରିଟେନ୍ ଭୂତାଣୁ : ୬ ଚିହ୍ନଟ

ନୂଆଦିଲ୍ଲୀ: ଗତକାଲି ରାତିରେ ଲଣ୍ଡନରୁ ଏୟାର ଇଣ୍ଡିଆ ବିମାନରେ ଆସି ଭାରତରେ ପହଞ୍ଚିଥିବା ୬ ଜଣ ଯାତ୍ରୀଙ୍କ ନିକଟରେ କୋଭିଡ-୧୯ ସଂକ୍ରମଣ ରହିଥିବା ପରୀକ୍ଷାରୁ ଜଣାପଡିଛି । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଥିବା କୋଭିଡ-୧୯…

ଏଣିକି ୩୦ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ

ନୂଆଦିଲ୍ଲୀ: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୃତ କରାଯାଇ ଅଗ୍ରାଧିକାର ଭିତିରେ ସାରା ଦେଶରେ ଲାଗୁ ହୋଇଛି । ବର୍ତମାନର ୩୦ କୋଟି ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଧିଷ୍ଟ ରହିବ । ନୂଆ ନିୟମକୁ…

ଚିତା ବାଘ ସଂଖ୍ୟା ବୃଦ୍ଧି ନେଇ ମୋଦିଙ୍କ ଟ୍ୱିଟ୍

ନୂଆଦିଲ୍ଲୀ: ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି । ଦେଶରେ ବଢ଼ିଛି ଚିତାବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା…

୪୬ ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କୁ ମିଳିବ ଅଧିକ ସୁବିଧା

ଭୁବନେଶ୍ୱର: ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍ରେ ରଖିଛି ପର୍ଯ୍ୟଟନ ବିଭାଗ । ଏହି ପର୍ଯ୍ୟଟନସ୍ଥଳକୁ ନୂଆ ରୂପ ଦିଆଯିବ । ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କୁ ଆକୃଷ୍ଟ କରିବା…

ବାର୍ହା ମାଂସ ଜବତ

ମୁରିବାହାଲ: ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲଳ ପଥର ଖୁଦାନ । ସୋମବାର ଦିନ ଅପରାହ୍ନ ସାଢେ଼ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା ଖବର ପାଇଥିଲା ବନ ବିଭାଗ । ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ବୃତମାନେ ବନ ବିଭାଗ କର୍ମଚାରୀ ଆସିବା ଜାଣି…

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ: ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ମୋଦୀ ତାଙ୍କ…

ପାକିସ୍ତାନର ଅଣ୍ଡା ବଜାରରେ ନିଆଁ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନି ପ୍ରାୟତ ବନ୍ଦ ହୋଇ ଯାଇଥିବା ବେଳେ ବଡ ବଡ କମ୍ପାନିରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଲୋକଙ୍କର କ୍ରୟ…

ସୁରେଶ ରାଇନା, ଗୁରୁ ରନ୍ଧୱା, ସୁଜୈନ ଖାନ ଗିରଫ

ମୁମ୍ବଇ: କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ। କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି।…

ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ

କଟକ: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ…

ଖ୍ରୀଷ୍ଟମାସ ବିଶେଷ : ଏହି ଜିନିଷର ରହିଛି ସ୍ୱତନ୍ତ୍ରତା, ଯାହା ବିନା ଫିକା ଲାଗେ ପର୍ବ

ଖ୍ରୀଷ୍ଟମାସର ପର୍ବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ। ବିଶେଷ କରି ଖ୍ରୀଷ୍ଟୀଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୁଖ୍ୟ ପର୍ବ ହେଉଛି ବଡଦିନ , ଡିସେମ୍ବର ୨୫। ଏହି ପର୍ବକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ଏହି ପର୍ବ, ଆଲୋକ, ଭଲପାଇବା ଓ ଖୁସିର…