ରାଜ୍ୟରେ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪ଜଣ ଚିହ୍ନଟ ହୋଇଥିବାବେଳେ ୧୩୫ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫କୁ ବୃଦ୍ଧି…

ପର୍ଯ୍ୟଟନ ମାନଚିତ୍ରରେ ଦେବଦର୍ହା

ବରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଏକ ପ୍ରସିଦ୍ଧ ସ୍ଥାନ ରହିଛି। ପର୍ଯ୍ୟଟନ ମାନଚିତ୍ରରେ ଏହାର ନାମ ଦେବଦର୍ହା। ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ଏଠାରେ ରହିଛି। ମନ୍ଦିରଟି ହେଉଛି ଦେବ ଦେବ ମହାଦେବ ବାବା ଧବଳେଶ୍ୱରଙ୍କ ମନ୍ଦିର। ପ୍ରାକୃତିକ ପରିବେଶ ସହ…

ଏହି ଉପାୟରେ କରନ୍ତୁ ନବବର୍ଷକୁ ସ୍ୱାଗତ

ନବବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଛି। ସଭିଁଙ୍କୁ ୨୦୨୧ବର୍ଷକୁ ଖୁବ ଆଗ୍ରହ ଓ ଉଲ୍ଲାସର ସହ ଅପେକ୍ଷା କରିଛନ୍ତି। ନୂଆବର୍ଷକୁ ସ୍ୱତନ୍ତ୍ର ଓ ହସଖୁସିରେ ବିତାଇବାକୁ ଏବେ ଠାରୁ ଘରକୁ ସଜାଇବା ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆପଣ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ…

ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

କରୋନା ପାଇଁ କାର୍ଯ୍ୟକାରୀ କରାଯାଇପାରି ନାହିଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) : ଶାହା

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିଚାର କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସୋମବାର ଏକ ସାମ୍ବାଦିକ…

ଡକ୍ଟର ଆୟୁଷ୍ମାନ ଖୁରାନା!

ମୁମ୍ବାଇ: ଖୁବଶୀଘ୍ର ଡାକ୍ତର ବନିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ହାତରେ ଧରିବେ ଷ୍ଟେଥସ୍କୋପ ଏବଂ ପିନ୍ଧିବେ ଡାକ୍ତରଙ୍କ କୋଟ।ଆୟୁଷ୍ମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ ପ୍ରଥମକରି ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଆଗାମୀ ଫିଲ୍ମ ‘ଡକ୍ଟର-ଜୀ’ରେ ସେ ଡାକ୍ତର…

ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର

ଚିତ୍ରକୋଣ୍ଡା : ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ…

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼ : “ବିନା ଦୋଷରେ ମୋ ପୁଅକୁ ଏସ୍‌ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’।…

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ…

ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ

ରେଢ଼ାଖୋଲ : ଦୁହିଁଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଥିଲା। ହେଲେ ଦୁହେଁ ଥିଲେ ବନ୍ଧୁ। ଛୁଆ ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ ବୃଦ୍ଧାବସ୍ଥାରେ ଜଣେ ଆଉ ଜଣଙ୍କୁ ଶାବଳରେ ଆକ୍ରମଣ କରି ମାରି ଦେଲେ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ…