ଓଡ଼ିଶା-ଆନ୍ଧ୍ର ବିବାଦୀୟ ଜମି
ପାରଳାଖେମୁଣ୍ଡି: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜମି ବିବାଦର ସମାଧାନ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଉଭୟ ରାଜ୍ୟର ସୀମାନ୍ତ ଜିଲାଗୁଡ଼ିକର ରାଜସ୍ୱ ଅଧିକାରୀମାନେ ମିଳିତ ଭାବେ ମାପଚୁପ ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗଜପତି ଜିଲା ସଦର ମହକୁମା!-->…