ଜମ୍ମୁ-କାଶ୍ମୀରରେ ଭୂ-କମ୍ପର ଝଟକା ଅନୁଭୂତ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍କୀରରେ ସୋମବାର ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ଅନୁଯାୟୀ , ରିକ୍ଟଟ ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଉଛି । ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାଥମିକ ସୂଚନାରୁ ହସ୍ତଗତ ହୋଇଛି । ଏହାପୂର୍ବରୁ ମଧ୍ୟ!-->…