୧୪ ଘଣ୍ଟା ପରେ ସ୍ୱାଭାବିକ ହେଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ
ଅତ୍ୟଧିକ ଭୂସ୍ଖଳନ ହେତୁ ୧୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ୨୭୦ କିଲୋମିଟର ଦୀର୍ଘ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ସକାଳୁ ଯାତାୟାତ ସ୍ୱାଭାବିକ ହୋଇଛି। ଶନିବାର ରାତି ପ୍ରାୟ ୭ଟା ସମୟରେ ଚାନ୍ଦକୋଟ୍ ଅଞ୍ଚଳର ଭୁମ୍ ନିକଟରେ ରାଜପଥରେ ଏହି ଭୂସ୍ଖଳନ ଘଟିଥିଲା ଏବଂ ଏଥିଯୋଗୁ!-->…