ଚଳିତ ବର୍ଷରୁ ଓଡିଆରେ ଜେଇଇ ପ୍ରଶ୍ନପତ୍ର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବୈଷୟିକ ଅନୁଷ୍ଠାନରେ ନାମଲେଖାପାଇଁ ଓଡିଶାର ଛାତ୍ର ଛାତ୍ରୀମାନେ ଓଡିଆ ଭାଷାରେ ଜେଇଇ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷରୁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ହେବ । ଦେଶରେ ବିଭିନ୍ନ ଭାରତୀୟ ଭାଷା ସହ ଓଡିଆରେ ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏନେଇ…

ଏ’ କଥା ରହିଲେ ହେଲା

ବିଶ୍ୱରେ ପ୍ରତ୍ୟେକ ମଣିଷ ଅନ୍ୟଠାରୁ ନିଆରା । କେଉଁଠି ନା କେଉଁଠି, ଚେହେରାରେ ହେଉ ବା ଅଙ୍ଗୁଳି ଛାପରେ ହେଉ ଅଥବା ଦୃଷ୍ଟିଭଙ୍ଗିରେ ହେଉ କିଛିଟା ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ ଓ ସେଥିରୁ ଭିନ୍ନତା ବାରି ହୋଇପଡେ । ସମାନ ଢ଼ଙ୍ଗରେ ସମ୍ପର୍କୀୟ, ଏକ ଭାଷାଭାଷୀ, ଏକ ରାଜ୍ୟ ବା ଦେଶର…

ଲୁଟେରାଙ୍କ ରାଜଧାନୀ ଭୁବନେଶ୍ୱର: ପୋଲିସ କରୁଛି କ’ଣ?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ । ଆଖି ପିଛୁଳାକେ ଲୁଟ୍ପାଟ ଝାମ୍ପ ନେଲେଣି ତ ପୁଣି କାହାର ସୁନାଚେନ୍ ଛିଣ୍ଡାଇ ନେଲେଣି । ଆଉ କାହାର ଫୋନ୍ ଝାମ୍ପି ନେଲେଣି ତ ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ନେଇଗଲେଣି । ଏହାବାଦ୍ ସୁଯୋଗ ଉଣ୍ଡି ମୁହଁରେ ନିଶା ସ୍ପେ୍ର କରି…

ଓଡ଼ିଶାରେ ପୁଞ୍ଜି ବିନିଯୋଗ ବିସ୍ତାର କରିବାକୁ ଶିଳ୍ପ ସଂସ୍ଥାଗୁଡିକୁ ଖଣି ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଓଧିଶାକୁ ଶିଳ୍ପ ସ୍ଥାପନ କରିବା ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ରହିଛି ।ତେଣୁ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟର ବିକାଶରେ ସହଭାଗୀ ହେବା ଲାଗି ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଖଣି ଏବଂ ଧାତୁ ଶିଳ୍ପ ସଂସ୍ଥାଗୁଡିକୁ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାର…

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ଜହତସିଂହପୁର, ପୁରୀ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ଲକ୍ଷ ୨୫ ହଜାର ; ନୂଆ ଆକ୍ରାନ୍ତ ୩୫୬

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ମୋଟ ଆକ୍ରାନ୍ତଙ୍କ ସହ ୩ଲକ୍ଷ ୨୫ ହଜାର ଟପିଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୫୬ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୧୯୯,ସ୍ଥାନୀୟ ୧୫୭। ମୋଟ ଆକ୍ରାଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି ପାଇଛି। ୩,୨୦,୯୪୭…

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ…

୩୬ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୯୦ ରନ୍‌ର ବିଜୟଲକ୍ଷ୍ୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଛି। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି ଘୋଷଣା କରିଛି। ଦଳ ୨୧.୨ ଓଭର ଖେଳି ୯ ଉଇକେଟ୍‌ ବିନିମୟରେ ମାତ୍ର ୩୬ ରନ୍‌…

ଅସ୍ତ୍ରୋପଚାର ପରେ ଶିଶୁ ପେଟରୁ ବାହାରିଲା ଚୁମ୍ବକ ମାଳ

ଲକ୍ଷେ୍ନøର : ପିଲାମାନେ ଖେଳିବା ସମୟରେ ଅନେକ ଜିନିଷ ପାଟିରେ ପୁରାଇ ଦେଇଥାଆନ୍ତି। ମାତ୍ର ବହୁ ସମୟରେ ଏହା ଖୁବ ବିପଦଜନକ ପରିସ୍ଥିତି ସୃଷ୍ଟି କରିଥାଏ। ଏବେ କିଛିଦିନ ତଳେ ଲକ୍ଷେ୍ନøର ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏକ ଦେଢ ବର୍ଷର ପିଲା ଖେଳୁଥିବା ସମୟରେ ଗୋଟି ଗୋଟି କରି…

ବସ୍‌ ହ୍ୟାଣ୍ଡେଲ୍ ବେଲ୍ଟରେ ବିଜ୍ଞାପନ ବୁଦ୍ଧି!

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଜ୍ଞାପନଟି ଆକର୍ଷଣୀୟ ହେବା ଜରୁରୀ। ବଡ଼ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଚାର-ପ୍ରସାର ବିଜ୍ଞାପନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି, କମ୍ପାନୀର ଲୋକପ୍ରିୟତା ବିଶ୍ବ ବଜାରରେ ବଢ଼ାଇବାକୁ ଏଇ ପଦକ୍ଷେପ ନିଆଯାଏ। ବ୍ରିଟେନ୍‌ରେ ଅଧିକାଂଶ ଦାମୀ…