ଆଫଗାନିସ୍ଥାନରେ ବିସ୍ଫୋରଣ, ୧୫ ଶିଶୁ ମୃତ
କାବୁଲ : ଆତଙ୍କବାଦୀଙ୍କ ଦ୍ବାରା ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ଘଟି ଅତି କମରେ ୧୫ ଶିଶୁ ନିହତ ଓ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ଣ ୨ଟାରେ ଆଫଗାନିସ୍ଥାନର କେନ୍ଦ୍ରୀୟ ପ୍ରଦେଶ ଗଜନିରେ ଆୟୋଜିତ ଏକ!-->…