ଲଦାଖ ଅଞ୍ଚଳରୁ ସୈନ୍ୟ ଅପସାରଣ ନିମନ୍ତେ ଶୁକ୍ରବାର ଦିନ ପୁଣି ଆରମ୍ଭ ହେବ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଆଲୋଚନା

ନୂଆଦିଲ୍ଲୀ: ଲଦାଖ ସେକ୍ଟର୍‌ରେ ଚାଲିଥିବା ସୀମା ବିବାଦର ସମାଧାନ ନିମନ୍ତେ ପ୍ରାୟ ୧୧ ସପ୍ତାହର ବ୍ୟବଧାନ ପରେ ଶୁକ୍ରବାର ଦିନ ପୁଣି ଥରେ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଆଲୋଚନା ଆରମ୍ଭ ହେବ। ‘ଓ୍ଵାର୍କିଙ୍ଗ୍‌ ମେକାନିଜମ୍‌ ଫର୍‌ କନ୍‌ସଲ୍‌ଟେସନ୍‌ ଆଣ୍ଡ୍‌ କୋଅର୍ଡିନେସନ୍‌ ଅନ୍‌…

ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ

କୋଲ୍‌କାତା: ଉତ୍ତର ୨୪ ପ୍ରଗଣାର ବାରାକପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ମାତ୍ର ୫ ମାସ ବାକି ଥିବା ବେଳେ ଦଳରୁ ଜଣକ ପରେ ଜଣେ ବିଧାୟକ ଇସ୍ତଫା ଦେବା ଘଟଣା ଶାସକ ତୃଣମୂଳ କଂଗ୍ରେସ…

୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ…

ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି।…

ଦକ୍ଷିଣପୁରରେ ଧାନ ମଣ୍ଡି ଶୁଭାରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେୟ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ·ଷୀ…

ରାଜ୍ୟରେ ଲକ୍ଷେ ୨୦ହଜାରରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ…

କୋଣାର୍କରେ ଆରମ୍ଭ ହେଲା ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’

କୋଣାର୍କ: କରୋନା କଟକଣା ଯୋଗୁଁ ଦୀଘ ୯ ମାସ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ପୌରାଣିକ କଥାବସ୍ତୁକୁ ନେଇ ତଥ୍ୟଭିତିକି ଚଳଚ୍ଚିତ୍ରରେ ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ସୂର୍ଯ୍ୟମନ୍ଦିର ନିର୍ମାଣା,…

ନିରାଶ୍ରୟଙ୍କୁ ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିଦେ୍ର୍ଧଶ

ଭୁବନେଶ୍ୱର: ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷେ ବିଏମ୍ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡ଼ୁଥିବା ଦେଖିବାକୁ ମିଳୁଛି । ସହରାଂଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ…

ଜାଲ ନୋଟ କାରବାରରେ ୨ ଗିରଫ

ବାରିପଦା: ବାରିପଦା ସହରରେ ୨ ଜଣ ଆନ୍ତରାଜ୍ୟ ନକଲି ନୋଟ ଟଙ୍କା କାରବାର କରୁଥିବା ବେଳେ ଟାଉନ ଥାନା ପୋଲିସ ଦ୍ୱାରା ସକାଳୁ ଗିରଫ ହୋଇଛନ୍ତି । ମୋଟ ୮୫ ହଜାର ଟଙ୍କା ଜବତ ହୋଇଥିବା ମଧ୍ୟରୁ ପାଂଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି । ସେମାନଙ୍କ ଠାରୁ ୨ଟି…

ହ୍ୱାଇଟ ହାଉସ ଛାଡି ଟ୍ରମ୍ପ ଯିବେ କୁଆଡେ?

ଆମେରିକା: ଡିସେମ୍ବର ଶେଷ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରୟ ଭବନ ଛାଡିବେ । ନିର୍ବାଚନ ପରିଚାଳନା କରୁଥିବା ଆମେରିକା ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡେନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବଧିବଦ୍ଧ ମନୋନୀତ କରିଛନ୍ତି । ରାଷ୍ଟ୍ରପତି ଡେ଼ାନାଲ୍ଡ଼ ଟ୍ରମ୍ପ…