ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି କୋଭାକ୍ସିନ୍
ହାଇଦରାବାଦ : ଭାରତ ପ୍ରଥମ ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବଡ ସଫଳତା ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବେଶ୍ ପ୍ରଭାବଶାଳୀ ରହିଛି। ପ୍ରଥମ ପର୍ଯ୍ୟାୟ ୩୭୫ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ସମସ୍ତଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏହା ସହିତ!-->…