୧୯୭୧ ଯୁଦ୍ଧରେ ନିଖୋଜ ହୋଇଯାଇଥିଲେ ଲାନ୍ସ ନାଏକ ମଙ୍ଗଲ ସିଂହ
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। ଏହା ଭାରତ ପାଇଁ ଆଜି ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ବଡ଼ ଗର୍ବର ବିଷୟ ରହିଆସିଛି। ଅନେକ ଯବାନଙ୍କ ବଳିଦାନରେ ଦେଶ ଗୌରବାନ୍ବିତ ହୋଇଛି। ତେବେ ଏହି ଯୁଦ୍ଧ ସମୟରେ ଭାରତୀୟ ସେନାର ଲାନ୍ସ ନାଏକ ମଙ୍ଗଲ ସିଂହ ନିଖୋଜ!-->…