ସ୍ତ୍ରୀଙ୍କ ପ୍ରତି ସ୍ବାମୀଙ୍କ ଅତ୍ୟାଚାର; ଏହି ରାଜ୍ୟ ରହିଛି ଆଗରେ

ବିବାହ ପରେ ମହିଳାମାନେ ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଥାନ୍ତି। ଶାଶୁଘରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ତେବେ କେତେକ ସ୍ଥଳରେ ସ୍ବାମୀମାନେ ସେମାନଙ୍କ ସ୍ତ୍ରୀଙ୍କ ପ୍ରତି ବହୁ ଅତ୍ୟାଚାର,…

୧୬ ଡିସେମ୍ବର ବିଜୟ ଦିବସ

ଭାରତୀୟ ଇତିହାସରେ ଏକ ଚର୍ଚ୍ଚିତ ତଥା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିବା ତାରିଖ ହେଉଛି ଡିସେମ୍ବର ୧୬। ଏହି ତାରିଖ ଆସିଲେ ଗର୍ବରେ ଫୁଲିଉଠେ ପ୍ରତ୍ୟେକ ଭାରତୀୟର ଛାତି। କାରଣ ୧୯୭୧ ମସିହା ଏହି ଦିନରେ ଶତ୍ରୁ ଦେଶ ପାକିସ୍ତାନକୁ ଧୂଳି ଚଟାଇ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍। ବରଗଡ଼ ଜିଲା ବରପାଲି ବ୍ଲକ୍‌ସ୍ଥିତ ଗାଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନ‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା…

ରାଜ୍ୟରୁ ଆଉ ୫ ଜୀବନ ନେଲା କରୋନା

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଥିଲା। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଁ ୪ ଶହ ତଳେ ରହୁଥିବା ବେଳେ ଆଜି ସେହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ରାଜ୍ୟରେ ୨୪ ଘଣ୍ଟାରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…

୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ : ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ୱାର ମେମୋରିଆଲରେ ୧୯୭୧ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୯୭୧…

ରାଜ୍ୟରେ ଆଉ ୪୦୭ କରୋନା ଅକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଜଣାପଡୁଥିବା ସଂକ୍ରମଣ ସଂଖ୍ୟା କିଛି ଦିନ ଲଗାତାର ୪୦୦ମଧ୍ୟରେ ସୀମିତ ରହିଥିବା ବେଳେ ଆଜି ଏଥବରେ ସାମାନ୍ୟ ବୃଦ୍ଧି ଘଟିଛି । ରାଜ୍ୟରେ ୨୪ଘଂଟାରେ ୪୦୭ ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୬ଓ ସ୍ଥାନୀୟ ୧୭୧ ।…

ପରିବା ବିକାଳିଙ୍କୁ ୧୧୦ କୋଟି ଟଙ୍କାର ଜିଏସଟି ନୋଟିସ୍

ରାଉରକେଲା : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ ଗରିବ ଓ ବେରୋଜକାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ…

ଚାଷୀ ଆନ୍ଦୋଳନ ଯୋଗୁଁ ଦିନକୁ ୩୫୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୩ଟି କୃଷି ଆଇନ ରଦ୍ଧ ଦାବୀରେ ଦିର୍ଘ ୨୦ ଦିନଧରି ଚାଲିଥିବା ଚାଷୀ ଆନେ୍ଦାଳନ ଯୋଗୁଁ ଦୈନିକ ୩୫୦୦କେ୍ାଟିଟଙ୍କାର କ୍ଷ୍ିତି ଘଟୁଛି ବୋଲି ଆସୋଚାମ ପକ୍ଷରୁ କୁହାଯାଇଛି । ବିଶେଷ କରି ଟୋଲ୍ଗେଟ ଗୁଡିକ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆର୍ଥିକ…

ଏବର୍ଷ ହେବନି ଶୀତ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି । ମହାମାରୀ କରୋନା ରୋକିବା ପାଇଁ ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରୁ ବଜେଟ୍…

ଦୁଇ ଦିନଆ ରିମାଣ୍ଡରେ ଗଲେ ପ୍ରଦୀପ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ୨ଦିନିଆ ରିମାଣ୍ଡରେ ନେଇଛି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍ ଝାରପଡା ଜେଲ୍ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ…