ଆଜି ଠାରୁ ପୁୁରୀବାସୀଙ୍କ ଜଗା ଦର୍ଶନ

ପୁରୀ : ଆଜି ଠାର ପୁୁରୀବାସୀଙ୍କ ଜଗା ଦର୍ଶନ ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ବିଜେ ବଡ ଠାକୁର ଭକ୍ତଙ୍କ ଡ଼ାକ ଶୁଣିଛନ୍ତି। ଖୋଲି ସାରିଛି ଶ୍ରୀମନ୍ଦିର। ପ୍ରଥମେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ଠାକୁରଙ୍କୁ ଦର୍ଶନ ପରେ ଆଜି ଠାରୁ ପୁରୀବାସୀ ଏହି…

ଦକ୍ଷତା, ଅଭିଜ୍ଞତା ଓ ଯୋଗ୍ୟତା; ସଫଳତା ଶୀର୍ଷରେ ସୁରେଶ ମହାପାତ୍ର

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାରେ କର୍ମନିଷ୍ଠ ଓ କର୍ତ୍ତବ୍ୟ ପରାୟଣତା ସହିତ ଯୋଗ୍ୟତାର ମାପକାଠିରେ ନିଜକୁ ଦକ୍ଷ ପ୍ରତିପାଦନ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର। ଚଳିତମାସ ଶେଷରେ ବର୍ତ୍ତମାନର ମୁଖ୍ୟଶାସନ ସଚିବ ଅସିତ କୁମାର…

ଥଣ୍ଡା ଆହୁରି ୪ ଦିନ : ଫୁଲବାଣୀ, ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ ତାପମାତ୍ରା ଫୁଲବାଣୀ ଏବଂ ଦାରିଙ୍ଗବାଡି‌େର ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ୭ଟି ସ୍ଥାନର ପାରଦ ୧୦…

ସବୁବର୍ଗର ବିକାଶରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ : ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସପତ୍ନୀକ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟର ବିକାଶ ତ୍ବରାନ୍ବିତ କରାଯିବା ସହ କରୋନା ପରବର୍ତ୍ତୀ ଜୀବିକା ଯେପରି ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ସେଥିପ୍ରତି ଗୁରୁତ୍ବ…

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ବିଜେଡ଼ିକୁ ୨୩ ପୂରି ୨୪ ଚାଲିଛି। ୧୯୯୭ରେ ଦଳ ଗଠନ ହେବାର ୩ବର୍ଷ ପରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିବା ଦଳ ଏ ପର୍ଯ୍ୟନ୍ତ ପରାଜୟର ସ୍ବାଦ ଚାଖିନି। କ୍ରମାଗତ ଭାବେ ପାଞ୍ଚ ଥର କ୍ଷମତାକୁ ଆସି ଇତିମଧ୍ୟରେ ୨୦ ବର୍ଷ ଓଡ଼ିଶାକୁ…

ଦିନକରେ ୨୨ ହଜାର ୨୭୨ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦିନକରେ ୨୨ ହଜାର ୨୭୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୨୫୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୭ ହଜାର ୩୪୩ରେ ପହଞ୍ଚିଛି। ୨୪ ଘଣ୍ଟାରେ…

ୟୁନାଇଟେଡ ନେସନ୍ସ ୟୁନିଭରସିଟି ଫର ଗ୍ଲୋବାଲ ପିସ ପକ୍ଷରୁ ଦୀକ୍ଷାନ୍ତ ସମାରୋହ

କୋଲକତା: ୟୁନାଇଟେଡ ନେସନ୍ସ ୟୁନିଭରସିଟି ଫର ଗ୍ଲୋବାଲ ପିସ ଏବଂ ଇଂଟରନେଶନାଲ ବେନିଭୋଲାଂଟ ରିସର୍ଚ୍ଚ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ କୋଲକତାସ୍ଥିତ ଭେଦିକ ଭିଲେଜ ରିସୋର୍ଟସରେ ଗତ ୨୨ତାରିଖ ଦିନ ଏକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱଶାନ୍ତି ଓ ମୂଲ୍ୟବୋଧ ଭିତକ…

ନେପାଳରେ ସଂକଟ

ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଏଲି ଅଚାନକ ଦେଶର ପାର୍ଲିଆମେଂଟକୁ ଭଙ୍ଗ କରିବା ସୁପାରିଶକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତତକ୍ଷଣାତ ଅନୁମୋଦନ କରିବା ଦେଶକୁ ରାଜନୈତିକ ସଂକଟ ମଧ୍ୟମକୁ ଠେଲି ଦେବା ସହ ଅପ୍ରତ୍ୟାଶିତ ସାଂବିଧାନିକ ସଂକଟ ସୃଷ୍ଟି କରିଛି ବୋଲି କୁହାଯାଇ ପାରିବ ।…

୪ରେ ଖୋଲିବ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ । ଶୀତ ଅବକାଶ ସମୟରେ ଜଷ୍ଟିସ୍ ଏସ୍.କେ. ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ । ସେହିଭଳି ଡିସେମ୍ବର…

ସୁରେଶ ମହାପାତ୍ର ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ । ଆଜି ସରକାରୀ ଭାବେ ତାଙ୍କର ନାମ ଘୋଷଣା ହୋଇଛି । ଆହୁରି ମଧ୍ୟ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ…