ନେପାଳରେ ସଂକଟ

ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଏଲି ଅଚାନକ ଦେଶର ପାର୍ଲିଆମେଂଟକୁ ଭଙ୍ଗ କରିବା ସୁପାରିଶକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତତକ୍ଷଣାତ ଅନୁମୋଦନ କରିବା ଦେଶକୁ ରାଜନୈତିକ ସଂକଟ ମଧ୍ୟମକୁ ଠେଲି ଦେବା ସହ ଅପ୍ରତ୍ୟାଶିତ ସାଂବିଧାନିକ ସଂକଟ ସୃଷ୍ଟି କରିଛି ବୋଲି କୁହାଯାଇ ପାରିବ ।

୪ରେ ଖୋଲିବ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ । ଶୀତ ଅବକାଶ ସମୟରେ ଜଷ୍ଟିସ୍ ଏସ୍.କେ. ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ । ସେହିଭଳି ଡିସେମ୍ବର

ସୁରେଶ ମହାପାତ୍ର ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ । ଆଜି ସରକାରୀ ଭାବେ ତାଙ୍କର ନାମ ଘୋଷଣା ହୋଇଛି । ଆହୁରି ମଧ୍ୟ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ

କରୋନାର ନୂଆ ଷ୍ଟ୍ରେନ ୫୬% ଘାତକ

ଲଣ୍ଡନ: ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଏହା ସଂକ୍ରାମିତ କରିବା ପାଇଁ ଅଧିକ ୫୬% କ୍ଷମତା ରଖିଛି । ଏହାଦ୍ୱାରା ଅଧିକ ଜୀବନ ମଧ୍ୟ ଯାଇପାରେ ।

ମାଓବାଦୀ ରକ୍ତମୁଖା: ଘରୁ ଡାକି ନେଇ ଜଣଙ୍କୁ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୋଲିସ ଇନଫର୍ମର କହି ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତକ ଆନ୍ଧ୍ର ପ୍ରଦେଶ ବିଶାଖାପାଟନାମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ

କମିଟି ଗଠନ ହେଉ

ତିନି କୃଷି ଆଇନ ଉଛେଦ ଦରବିରେ ଦୀର୍ଘ ତିନି ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ଦିଲ୍ଲୀ ସୀମାରେ ଖୋଲଶ ଆକାଶ ତଳେ ଅସହ୍ୟ ଶୀତ କାକରରେ ଧାରଣାରେ ବସିଥିବା ଚାଷୀଙ୍କ ସମସ୍ୟାର ସମଧାନ ଲାଗି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଆଲାଚନା ପାଇଁ ସୁପି୍ରମକୋର୍ଟଙ୍କ ପରାମର୍ଶ ଦ୍ୱାରୋ

ମାଙ୍କଡ଼ କାମୁଡ଼ାରେ ୨ ଆହତ

ବାଲିକୁଦା: ମାଙ୍କଡ ଆକ୍ରମଣରେ ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ।ସେମାନଙ୍କ ମଧ୍ୟରେ ଜଣେ ମହିଲା ହୋଇଥିବା ବେଳେ ଜଣେ ୧୨ ବର୍ଷ ନାବାଳକ ବୋଲି ସୂଚନା ମିଳିଛି । ମାଛଗାଁ ଅଞ୍ଚଳରେ ଗତ କିଛି ଦିନ ହେବ ଏହି ମାଙ୍କଡ଼ ଆତଙ୍କ ଚଳାଇ ଚାଲିଛି । ଗତକାଲି ଏହି ମାଙ୍କଡଟି ମାଙ୍କଡ଼ ମାଛଗାଁ

ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଭିତିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ରାସ୍ତାକୁ ବନ୍ଦ କରାଯିବା ସହ ପ୍ରାଣୀ ଉଦ୍ୟାନ ପରିସରରେ ଦୁଇ ସେକ୍ସନ ପୋଲିସ

କରୋନା ଟିକା ଦାନ ପାଇଁ ୩୦ ଜିଲ୍ଲାରେ ହେବ ୩୨ ସେଂଟର

ଭୁବନେଶ୍ୱର: କରୋନା ଭ୍ୟାକସିନ୍କୁ ନେଇ ସମସ୍ତଙ୍କ ମଧ୍ୟରେ ଉସôକତା ଲାଗି ରହିଥିବା ବେଳେ ଏଥିନିମନ୍ତେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ବି ରାଜ୍ୟମାନଙ୍କୁ ଗ୍ରୀନ ସିଗନାଲ ଦେଇସାରିଛି । ଏପରି ସ୍ଥିତିରେ ଖୁବ୍ ଶୀଘ୍ର କରୋନା ଭ୍ୟାକସିନ ନେଇ ସୂଚନା ମିଳିସାରିଥିବା ବେଳେ ଏହାର ସଂରକ୍ଷଣ ଓ ବଂଟନ

ଟ୍ରକ ଧକ୍କାରେ ୩ ବାଇକ ଆରୋହି ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ବାଇକକୁ ପଛରୁ ଧକ୍କାଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିାନାହିଁ । କିନ୍ତୁ