ସେଲଫି ନେବାରୁ ରାଷ୍ଟ୍ରପତିଙ୍କୁ ଜୋରିମନା

ସାନଟିଆଗୋ: କରୋନା ନିୟମ ଉଲ୍ଲଂଘନ କରିବା ପରେ ଜୋରିମାନା ହୋଇଛି ଚିଲି ରାଷ୍ଟ୍ରପତି । ଶୁକ୍ରବାର ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଜୋରିମନା ଦେବାକୁ ନୋଟିସ ପଠାଇଛି ଚିଲି ପ୍ରଶାସନ । ବିଚ୍ (ସମୁଦ୍ର କୂଳ) ରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ୍ ପିନେରା । ସେଲଫି

ଗୋଟିଏ ଗାଁ ରୁ ବନ୍ଧା ହେଲେ ୧୬ ଜଣ ମହିଳା

ଖଲ୍ଲିକୋଟ: ଗୋଟିଏ ଗାଁ ରୁ ୧୬ ଏଳାବେଳେ ବନ୍ଧାହୋଇଛନ୍ତି ୧୬ ଜଣ ମହିଳା । ନାବାଳକୁ ଗକ୍ଟ୍ରରେ ବାନ୍ଧି ଅକଥନିୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ୧୬ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି

୨୦୨୧ ବଜେଟ୍’ରେ ସ୍ୱାସ୍ଥ୍ୟକୁ ମିଳିବ ଶୀର୍ଷ ପ୍ରାଥମିକତା

୨୦୨୧-୨୨ ବଜେଟରେ ସ୍ୱାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯିବ। ସରକାରଙ୍କ ପ୍ରାଥମିକତା ତାଲିକାରେ ସ୍ୱାସ୍ଥ୍ୟ ଏବଂ ପୁଞ୍ଜି ବିନିଯୋଗ ରହିଛି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କିଭଳି ବିଶ୍ୱ ଅଭିବୃଦ୍ଧିର ମୁଖ୍ୟ ସ୍ରୋତ କରାଯାଇ ପାରିବ, ସେ ନେଇ

୧୪ ଘଣ୍ଟା ପରେ ସ୍ୱାଭାବିକ ହେଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ

ଅତ୍ୟଧିକ ଭୂସ୍ଖଳନ ହେତୁ ୧୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ୨୭୦ କିଲୋମିଟର ଦୀର୍ଘ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ସକାଳୁ ଯାତାୟାତ ସ୍ୱାଭାବିକ ହୋଇଛି। ଶନିବାର ରାତି ପ୍ରାୟ ୭ଟା ସମୟରେ ଚାନ୍ଦକୋଟ୍ ଅଞ୍ଚଳର ଭୁମ୍ ନିକଟରେ ରାଜପଥରେ ଏହି ଭୂସ୍ଖଳନ ଘଟିଥିଲା ଏବଂ ଏଥିଯୋଗୁ

ଗୁରୁଦ୍ୱାର ରକାବ ଗଞ୍ଜରେ ଅଚାନକ ପହଁଚିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ହଠାତ୍ ଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହିବରେ ପହଞ୍ଚି ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସ। ଦିଲ୍ଲୀ ସୀମାରେ ପଞ୍ଜାବ-ହରିୟାଣା କୃଷକଙ୍କ ସକ୍ରିୟ ଆନ୍ଦୋଳନ ସମୟରେ

ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲାର ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ୧୪୪ ବାଟାଲିୟନର ବିଏସଏଫ ଯବାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ଏହାକୁ ଉଦ୍ଧାର କରାଯିବା ପରେ ବମ ସ୍କ୍ୱାର୍ଡ଼ଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି। ମିଳିଥିବା

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬କୁ ବୃଦ୍ଧି ହୋଇଛି। ୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ମୟୁରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ

ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ

ଲାଞ୍ଚ ନେଉଥିବା ସମୟର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ। କିନ୍ତୁ ଏହି କାର୍ଯ୍ୟ ସବୁବେଳେ ଜାରି ରହିଛି। ବିଭିନ୍ନ ସମୟରେ ଲାଞ୍ଚ ନେଇ ଧରାପଡୁଛନ୍ତି, କେହକେହି ଏଥିରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଟ୍ରାଫିକ ପୁଲିସ ଭିନ୍ନ ଅନ୍ଦାଜରେ ଲାଞ୍ଚ

୨୪ ଘଣ୍ଟାରେ ୨୯,୬୯୦ସୁସ୍ଥ ; ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ୨୬,୬୨୪

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଉଥିବା ଦେଖାଯାଉଛି। ଦୈନିକ ସଂକ୍ରମଣ ୩୦ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬,୬୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯,୬୯୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ