ଗୃହ ମନ୍ତ୍ରାଳୟ-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ବୈଠକ

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ବିରେନ୍ଦ୍ରଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ଲାଗି ରହିଥିବା ଆଇନ ଶୃଙ୍ଖଳା ପରିସ୍ଥିତି

‘ପରୀ’ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ଏସଆଇଟି(SIT) ଶନିବାର ୩ ଜଣଙ୍କୁ ଉଠାଇ ନେଇଛି। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ଜଣାପଡ଼ିଛି।  ମାଆ, ଭଉଣୀଙ୍କ ସହ ସରୋଜଙ୍କୁ ଉଠାଇ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା

ସେନାରେ ସାମିଲ ହେବ ‘ହାୱିଜର୍ସ’

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ଆର୍ଟିଲରୀ ଗନ୍‌ ‘ହାୱିଜର୍ସ’। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାୱିଜର୍ସ ଏଟିଏଜିଏସ (ଆଡ୍‌ଭାନ୍ସଡ୍‌ ଆର୍ଟିଲରୀ ସିଷ୍ଟମ) ନିର୍ମାଣ କରାଯାଇଛି। ବାଲେଶ୍ଵର

ଆଫଗାନିସ୍ଥାନରେ ବିସ୍ଫୋରଣ, ୧୫ ଶିଶୁ ମୃତ

କାବୁଲ : ଆତଙ୍କବାଦୀଙ୍କ ଦ୍ବାରା ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ଘଟି ଅତି କମରେ ୧୫ ଶିଶୁ ନିହତ ଓ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ଣ ୨ଟାରେ ଆଫଗାନିସ୍ଥାନର କେନ୍ଦ୍ରୀୟ ପ୍ରଦେଶ ଗଜନିରେ ଆୟୋଜିତ ଏକ

ଟିକା ଓ କୋଭିଡ଼

ବିଶ୍ୱରେ କରୋନା ମହାମାରୀ ବ୍ୟାପିବାର ସମୟସୀମା ଏକ ବର୍ଷ ଟପିସାରିଲାଣି । ସର୍ବପ୍ରଥମେ ୨୦୧୯ ନଭେମ୍ବରରେ ଏହା ଚୀନ୍ର ଉହାନ୍ ସହରରେ ଆରମ୍ଭ ହୋଇଥଲା । ଏବେ ଏହା ସାରା ବିଶ୍ୱକୁ କବଳିତ କରିସାରିଲାଣି । ଏପରି କୌଣସି ଦେଶ ନାହିଁ, ଯେଉଁଠି ଲୋକମାନେ କିଛିମାତ୍ରାରେ କରୋନାରେ ଆକ୍ରାନ୍ତ

ସବୁ ହସ୍ପିଟାଲରେ ହେବ ଅଗ୍ନି ନିରାପତା ଅଡିଟ୍ ଓ କିମିଟି

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ହସ୍ପିଟାଲର (ସରକାରୀ, ବେସରକାରୀ ସହିତ କୋଭିଡ୍ ହସ୍ପିଟାଲ) ଅଗ୍ନୀ ନିରାପତା ଅଡିଟ୍ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ କମିିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ହସ୍ପିଟାଲ ଗୁଡିକର

ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ

‘ମଡର୍ଣ୍ଣା’ ଟିକାକୁ ଆମେରିକାର ଅନୁମତି

ୱାସିଂଟନ୍: ‘ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ୍’ର ପରାମର୍ଶଦାତା କମିଟି ଅନୁମୋଦନ କରିଛି । ଫଳରେ, କରୋନାଭାଇରସ୍ ବିପକ୍ଷରେ ଏହି ଟିକା ‘ଫାଇଜର’ ଟିକାର ବିକଳ୍ପ ହୋଇପାରିଛି ।

କୃଷି ଆଇନ ରାତାରାତି ଆସିନାହିଁ : ଏମଏସପି ବନ୍ଦ ହେବନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷିଆଇନ୍ ଗୋଟିଏ ରାତିରେ ଅଣାଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମଧ୍ୟପ୍ରଦେଶର କୃଷକ କଲ୍ୟାଣ ସମିଳନୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ବହୁ

ମୃତ୍ୟୁ ପରେ ୭ ଜଣଙ୍କୁ ନୂଆ ଜୀବନ ଦେଲା ଅଢେ଼ଇ ବର୍ଷର ଶିଶୁପୁତ୍ର

ଗୁଜୁରାଟ: ନିଜ ଜୀବନ ବଦଳରେ ୭ଟି ଜୀବନ ବଂଚାଇାଲେ ଅଢେ଼ଇ ବର୍ଷର ଶିଶୁ ପୁତ୍ର । ଘଟଣାଟି ଘଟିଛି ଗୁଜୁରାଟ ସୁରଟ ଜିଲ୍ଲାରେ । ମୃତ ଶିଶୁଟିର ନାଁ ଯଶ ଓଝା ତେବେ ମୃତ୍ୟୁ ପୂର୍ବରୁ ଖୁବ୍ କମ୍ ବୟସରେ ଅଙ୍ଗଦାନ କରି ୭ ଜଣଙ୍କ ଜୀବନ ବଂଚାଇ ରେକର୍ଡ ସୃଷ୍ଟି କରିଛନ୍ତି ଯଶ । ସୂଚନା ଅନୁସାରେ