ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମ ନମୁନା ଧରି ପୃଥିବୀକୁ ଫେରିଲା ଚୀନର ଚନ୍ଦ୍ରଯାନ

ଚୀନର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ଆବର୍ଜନାରୁ ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚୀନର ସରକାରୀ ଗଣମାଧ୍ୟମ ଏ ନେଇ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଚୀନର ଚନ୍ଦ୍ରଯାନ ଚାଙ୍ଗ୍‌-ଇ-୫ ମଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲାରେ ଗୁରୁବାର ଅବତରଣ

ଯୁବକଙ୍କ ହାତ ଗୋଡ ବାନ୍ଧି ମୁଣ୍ଡ ଉପରେ ଗାଡି ଚଢାଇଦେଲେ

ଝାରସୁଗୁଡା: ହାତ ଗୋଡ ବାନ୍ଧି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ନୃଶଂସ ହତ୍ୟାକାଣ୍ଡ ଝାରସୁଗୁଡା ଜିଲ୍ଲାରେ ଘଟିଛି । ତେବେ ଏହି ହତ୍ୟାକାଣ୍ଡ କିଏ ଓ କେଉଁ ପରିସ୍ଥିତିରେ ଘଟାଇଛି , ତାହା ଏଯାଏଁ ଜଣାପଡିନାହିଁ । ତେବେ ପୁଲିସ ମୃତଦେହ

୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୪୮ଟି ହେଉଛି ଲୋକାଲ୍ କେସ୍। ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ

ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି କୋଭାକ୍ସିନ୍‌

ହାଇଦରାବାଦ : ଭାରତ ପ୍ରଥମ ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବଡ ସଫଳତା ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବେଶ୍‌ ପ୍ରଭାବଶାଳୀ ରହିଛି। ପ୍ରଥମ ପର୍ଯ୍ୟାୟ ୩୭୫ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ସମସ୍ତଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏହା ସହିତ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : ଟସ୍ ଜିତି ଟିମ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ୍‌: ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ ହେଉଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ

ଦେଶରେ ନୂଆ ଆକ୍ରାନ୍ତ ୨୪,୦୧୦ ; ୩୫୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ହ୍ରାସ ଓ କିଛି ପରିମାଣରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୨୪,୦୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୩୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ଭବାନୀପାଟଣା: କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀଠାରେ ଭାରତ କିଷାନ ସମନ୍ୱୟ ସମିତି ନେତୃତ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର କୃଷକମାନଙ୍କ ତରଫରୁ ଏକ ଗଣଧାରଣା

ଟିକାଦାନ ପାଇଁ ତିନୋଟି କକ୍ଷ

ଭୁବନେଶ୍ୱର: କୋଭିଡ ଟିକାଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ପ୍ରତ୍ୟେକ ଟୀକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ । ପ୍ରତୀକ୍ଷା କକ୍ଷ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ । ଏହି ଠାରେ ହିଁ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକାଦାନ କରିବେ

୨୦ରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୂରି ଦଳ ୨୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଉପଲକ୍ଷେ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ

ଜନସଂଖ୍ୟା ନେଇ କେନ୍ଦ୍ରର ଆଭିମୁଖ୍ୟ

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୁଇ ସନ୍ତାନ ନୀତି ବାଧ୍ୟତାମୂଳକ ଭାବେ ଲାଗୁ କରିବା ସପକ୍ଷରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇବା ପରେ ଏନେଇ ଦୀର୍ଘ ବର୍ଷବର୍ଷ ଧରି ଲାଗି ରହିଥିବା ସଂଦେହର ଅବସାନ ଘଟିଛି । କେବଳ ଏତିକି ନୁହେଁ, ଦେଶର ଯେଉଁ କେତେକ ରାଜନୈତିକ