ଚାଷୀ ଆନ୍ଦୋଳନ ଯୋଗୁଁ ଦିନକୁ ୩୫୦୦ କୋଟି କ୍ଷତି
ନୂଆଦିଲ୍ଲୀ: ୩ଟି କୃଷି ଆଇନ ରଦ୍ଧ ଦାବୀରେ ଦିର୍ଘ ୨୦ ଦିନଧରି ଚାଲିଥିବା ଚାଷୀ ଆନେ୍ଦାଳନ ଯୋଗୁଁ ଦୈନିକ ୩୫୦୦କେ୍ାଟିଟଙ୍କାର କ୍ଷ୍ିତି ଘଟୁଛି ବୋଲି ଆସୋଚାମ ପକ୍ଷରୁ କୁହାଯାଇଛି । ବିଶେଷ କରି ଟୋଲ୍ଗେଟ ଗୁଡିକ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆର୍ଥିକ!-->…