ବୁର୍ଲା ଭିମ୍ସାର: ପଂଚମ ଦିନରେ ପହଂଚିଲା କୋଭିଡ ସେବିକାଙ୍କ ଆନ୍ଦୋଳନ
ବୁର୍ଲା: ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ବୁର୍ଲା ଭିମସାର ହସିପିଟାଲ ସମ୍ମୁଖରେ କୋଭିଡ ସେବିକା ଆନେ୍ଦାଳନ ପଂଚମ ଦିବସରେ ପହଂଚିଛି । ତେବେ ମଧ୍ୟ ଏହି କୋଭିଡ ସେବିକା ମାନେ କଳାବ୍ୟାଚ ପରିଧାନ କରି ସେମାନଙ୍କର ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ ଜାରି ରଖୀଥିବା ବେଳେ କିନ୍ତୁ ଭିମସାର କର୍ତୃପକ୍ଷ!-->…