ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ଭୋପାଳ : ଜଣେ ପୁରୁଷ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯେତେବେଳେ ତାଙ୍କ ପତ୍ନୀ ଏହା ଜାଣିବାକୁ ପାଇଲେ ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଦିନେ ଏହି ଝଗଡା ଏତେ ବଢିଗଲା ଯେ ସ୍ୱାମୀ କ୍ରୋଧିତ ହୋଇ ନିଜ ପତ୍ନୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଆଖି!-->…