କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ

ରାୟଗଡ: ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ

ଯୁବ ରେଡ଼କ୍ରସ୍ କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସୋମବାର ରେଡକ୍ରସ୍ ଭବନ ପରିସରରେ ଯୁବ ରେଡ଼କ୍ରସ୍ ଶାଖାର ୨୦୨୦-୨୧

୨୦୩୦ ସୁଦ୍ଧା କୋଭିଡ୍ ୧୦୦ କୋଟି ଲୋକଙ୍କୁ କରିଦେବ ଗରିବ

ଜାତିସଂଘ: ମହାମାରୀ କୋଭିଡ୍ର ଦୀର୍ଘକାଳୀନ ପ୍ରଭାବ ୨୦୩୦ ମସିହା ସୁଦ୍ଧା ଆଉ ଅଧିକ ୨୦.୭ କୋଟି ଲୋକଙ୍କୁ ଅତିଶୟ ଦାରିଦ୍ର୍ୟ ମଧ୍ୟକୁ ଟାଣିନେବ । ଏଥିରେ ବିଶେଷ କରି ୧୦.୨ କୋଟି ମହିଳାଙ୍କୁ ଅନଟନ କବଳରେ ପକାଇବ । ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଶହେ

ମୋଟୋ ଜି-୯ ପାୱାରର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ପାୱାର ଭାରତରେ ଲଞ୍ଚ ମଙ୍ଗଳବାର ଲଞ୍ଚ ହୋଇଛି ।ମୋଟୋ ଜି-୯ ପାୱାରର ଶୁଭାରମ୍ଭ ଆଜି ମଧ୍ୟାହ୍ନ ୧୨ଟା ସମୟରେ ହୋଇଛି ।ମୋଟୋରୋଲା ଇଣ୍ଡିଆ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ

ଭାରତର ଡିଜିଟାଲ୍‍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ – ପ୍ରଧାନମନ୍ତ୍ରୀ

ଦେଶର ଡିଜିଟାଲ୍‍ କ୍ଷମତା ଯଥେଷ୍ଟ ଅଧିକ ଓ ମୋବାଇଲ୍‍ ଟେକ୍ନୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍‍ ନାଇଣ୍ଟିନ୍‍ ସମୟରେ ସହାୟତା ଦିଆଯାଇପାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚତୁର୍ଥ ଭାରତ ମୋବାଇଲ୍‍ କଂଗ୍ରେସରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ

ଭାରତକୁ ୧୨ରନରେ ହରାଇଲା ଅଷ୍ଟ୍ରେଲିଆ

ସିଡ଼ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ୧୨ରନରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି । ଏଥିସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ୨-୧ରେ ସମାପ୍ତ

‘ଭାରତ ବନ୍ଦ’ ଆଂଶିକ ସଫଳ, ଆଜି କୃଷକ ନେତାଙ୍କୁ ଭେଟିବେ ଶାହା

କୃଷକ ସଂଗଠନଗୁଡିକ ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି

ବ୍ରିଟେନରେ ଆରମ୍ଭ ହେଲା କରୋନା ଟୀକାକରଣ

ଲଣ୍ଡନ: ବ୍ରିଟେନରେ ମଙ୍ଗଳବାର କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ୍‌ ସରକାର ଫାଇଜର-ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାକୁ ଗତ ସପ୍ତାହରେ ଅନୁମତି ଦେବା ପରେ ଆଜି ତାହା ଲୋକଙ୍କୁ ଦିଆଯାଇଛି। ଯେଉଁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି, ସେହିମାନଙ୍କୁ ପ୍ରାଥମିକ

ଜି. ଉଦୟଗିରିରେ ବାଇକ୍‌ ରାଲି କରି କୃଷି ଆଇନ ପ୍ରତ୍ୟାହାର ନାରା ଦେଲା କଂଗ୍ରେସ

ଜି.ଉଦୟଗିରି: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଲକରେ ପଡିଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ଶାନ୍ତିପୂର୍ଣ୍ଣ ଥିବାବେଳେ ଏହା ଯୋଗୁ ଯାନବାହନ ଚଳାଚଳ, ଦୋକାନ ବଜାର, ସମସ୍ତ ସରକାରୀ

ଜଳିଗଲା ୬ଟି ଧାନ ଗଦା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର ହେବ । ସୂଚନା ଅନୁଯାୟୀ , କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ଧାନ