ଆଜିଠାରୁ ଆରମ୍ଭ ହେଉଛି କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ

କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଗତକାଲି ବାଚସ୍ପତି ବିଶ୍ୱେସ୍ୱର ହେଗଡେ କାଗେରୀ ଏ ନେଇ ସମୀକ୍ଷା କରିଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସମସ୍ତ କୋଭିଡ୍‍ ନିୟମାବଳୀ ଅନୁସରଣ କରାଯିବ ବୋଲି ସେ କହିଛନ୍ତି। ଏହି

କେଜ୍ରିୱାଲ୍‌ କହିଲେ- ୯ଟି ଷ୍ଟାଡିୟମକୁ ଜେଲ୍‌ କରିବାକୁ ଚାପ ପଡ଼ିଥିଲା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ସୋମବାର ୧୨ ଦିନରେ ପହଞ୍ଚିଛି। ୩ଟି ଯାକ ନୂଆ ଆଇନକୁ ନିରସ୍ତ୍ର କରିବାକୁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୧୧ଟି ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ

ଶୀତର ଆରମ୍ଭ; ମଥୁରାରେ ପ୍ରଭୁଙ୍କୁ ପିନ୍ଧାଯାଉଛି ଶୀତବସ୍ତ୍ର

ମଥୁରା : କୁହାଯାଏ ଥଣ୍ଡା, ଖରାର ପ୍ରଭାବ କେବଳ ମନୁଷ୍ୟ ନୁହେଁ ବରଂ ଭଗବାନଙ୍କୁ ମଧ୍ୟ ହୋଇଥାଏ। ଏହି ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଭଗବାଙ୍କର ମଧ୍ୟ ଶୀତ ଓ ଖରାର ଦିନରେ କିଛି ସ୍ୱତନ୍ତ୍ର ନୀତିନିୟମ ମଧ୍ୟ ପାଳନ କରାଯାଏ। ଏହି ସମାନ ବିଶ୍ୱାସ ଅନୁଯାୟୀ, ଭଗବାନ କୃଷ୍ଣଙ୍କ ମନ୍ଦିରରେ

ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଶକରପୁର ଅଞ୍ଚଳରୁ ସୋମବାର ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ସହିତ ଗୁଳିବିନିମୟ ଘଟିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର

‘ପରୀ’ ପାଇଁ ରାଜଭବନ ଆଗରେ ବିଜେପିର ପ୍ରତିବାଦ

ଭୁବନେଶ୍ଵର: ‘ପରୀ’କୁ ନ୍ୟାୟ ଦେବା ଲାଗି ବିଜେପି ଏହାର ଆନ୍ଦୋଳନକୁ ତୀବ୍ର କରିଛି। ସୋମବାର ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଶତାଧିକ ବିଜେପି ନେତା, କର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ମାମଲାର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା

ଆଖି ବୁଜିଲେ ଆଉ ୭କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରନ୍ତଙ୍କ ମୃ୍ତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିଭଳି ଗତକାଲି ଦେଖିବାକୁ ଗଲେ ୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୪ ଘଂଟା ମଧ୍ୟରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ

ରାଜ୍ୟରେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଆକ୍ରନ୍ତଙ୍କ ସଂଖ୍ୟା ଦୈନିକ ପାଉଥିବା ଦେଖାଯାଉଛି । ୨୪ ଘଂଟାରେ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି । ଏବେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୨୧୨, ସ୍ଥାନୀୟ ଅଂଚଳରୁ

ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ: ଦେବଗଡ ଜିଲ୍ଲା ବିରିଆମବ ନାଳରେ ପଡି ମାଈ ହାତୀଟି ଗୁରୁତର ଆହତ ହୋଇଥିଲା । ଏହାପରେ ହାତୀଟିକୁ ଉଦ୍ଧାର କରି ଚିକିତ୍ସା କରାଯାଉଥିଲା ହେଲେ ଆଜି ସକାଳୁ ହାତଦୀଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ ପ୍ରାୟ ଏକ ସପ୍ତାହ ହେବ ଡାକ୍ତରୀ ଦଳ ହାତୀଟିର

ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ। ଏହି ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ