ପରୀ ହତ୍ୟା: ବାବୁଲି ନାୟକଙ୍କୁ ଏସଆଇଟିର ଜେରା

ନୟାଗଡ଼:ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରି ଟିମ୍ (ଏସଆଇଟୀ) ଆଜି ପୁଣି ବାବୁଲି ନାୟକଙ୍କୁ ଜେରା କରିଛି । ଏସଆଇଟି ଯଦୁପୁର ଗ୍ରାମରେ ତାର ଘରେ ଜେରା କରିଛି । ଏସଆଇଟି ତଦନ୍ତ ଦାଇତ୍ୱ ନେବା ପରେ ବାବୁଲିକୁ ଏହା ହେଉଛି ଦ୍ୱିତୀୟ ଥର ପାଇଁ ଜେରା ।

ଯାଜପୁରରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ

ଯାଜପୁର: ସୋମବାର ଦିନ ବିଶ୍ୱ ଏଡ୍ସ୍ ଦିବସ-୨୦୨୦ ଅବସରରେ ଏକ ସଚେତନତା ରଥକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍ଘାଟନ କରିଥିଲୋ ଏହି ସଚେତନତା ରଥ ୩ ଦିନ ଧରି ଜ଼ିଲ୍ଲାର ସମସ୍ତ ବ୍ଲକକୁ ଯାଇ ଏଡ୍ସ୍ ବିଷୟରେ ଲୋକ ମାନଙ୍କୁ ସଚେତନ କରିବ । ଏ

ଟାଟା ମୋଟର୍ସରେ ଚାକିରୀ କରିନଥିବା ମାନିଲେ

କଟକ: ଟାଟା ମୋଟର୍ସରେ ଚାକିରୀ କରିନଥିଲେ । କି ଏହା ଏମଡି ନଥିଲେ ବୋଲି ଭିଜିଲାନ୍ସ ଏସଆଇଟି ଜେରା ବେଳେ ଗିରଫ ଆକାଶ ପାଠକ ସ୍ୱୀକାର କରିଛନ୍ତି । କେବଳ ନବାବୀ ଦେଖାଇବା ପାଇଁ ଏମଡି ଥିବା କହି ଲୋକୁ ଭୁତାଉଥିଲେ । ଟାଟ ମୋଟର୍ସରେ ଚାକିରୀ କରାଇଦେବା ପାଇଁ କହି ଠକୁଥିଲେ ବୋଲି କହିଛନ୍ତି

ଉତର ଓଡ଼ିଶାରେ ମୃଦୁ ଭୂକମ୍ପନ

ବାଲେଶ୍ୱର,: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍ ସ୍କେଲରେ ୩.୯ ଥିବା କଥା ‘ନ୍ୟାସନାଲ ସେଂଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ଭୂକମ୍ପନ ଅନୁଭୂତ ହେବ । ପରେ

ବିଧାୟକ ଜେଲରେ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରେ । କ୍ରାଇମବ୍ରାଂଚ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ଭୁବନେଶ୍ୱରସ୍ଥିତ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ତାଙ୍କର ଜାମିନ ଆବେଦନ କୋର୍ଟରେ ଖାରଯ ହେବା ସହିତ ତାଙ୍କୁ ୧୪ ଦିନ ପାଇଁ ବିଚାର

ଦିଲ୍ଲୀରେ କୃଷକ ଆନ୍ଦୋଳନ, ଉତ୍ତରପ୍ରଦେଶରେ କ୍ଷେତ ସମ୍ଭାଳୁଛନ୍ତି ମହିଳା

ମିରଟ୍ : ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରୁ କୃଷକମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି। ଉତ୍ତରପ୍ରଦେଶରୁ କୃଷକମାନେ ବି ଦିଲ୍ଲୀରେ ଡେରା ପକାଇଛନ୍ତି। ଏହା ଫସଲ ଅମଳ ପାଇଁ ଉତ୍କୃଷ୍ଟ ସମୟ। କିନ୍ତୁ ଚାଷୀମାନେ ଆନ୍ଦୋଳନ କରିବା

‘ଟାଇମ୍‌’ ପତ୍ରିକାର ‘କିଡ୍‌ ଅଫ୍‌ ଦି ଇୟର୍‌’ ହେଲେ ଭାରତୀୟ-ଆମେରିକୀୟ ଗୀତାଞ୍ଜଳି

ନ୍ୟୁୟର୍କ: ବିଚକ୍ଷଣ କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି। ଦୂଷିତ ପାନୀୟଜଳ ଠାରୁ ଆରମ୍ଭ କରି, ଯନ୍ତ୍ରଣା ଉପସମକାରୀ ଔଷଧାଭ୍ୟାସ ଏବଂ ‘ସାଇବର୍‌

୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୯୫ ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୫.୭୧ ଲକ୍ଷରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୫୯୫

୨୫୪ଜଣ ଭୋପାଳ ଗ୍ୟାସ୍‌ ପୀଡ଼ିତ କରୋନାରେ ପ୍ରାଣ ହରାଇଛନ୍ତି

ଭୋପାଳ : ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ପୀଡ଼ିତ ପ୍ରାୟ ୨୫୪ ଜଣ କରୋନା ମହାମାରୀ‌ରେ ପ୍ରାଣ ହାରିଛନ୍ତି। ଦୁର୍ଘଟଣା ପୀଡ଼ିତଙ୍କ ଅଧିକାର ପାଇଁ ଲଢ଼ୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦାବି ହୋଇଛି। କିନ୍ତୁ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ୧୦୨ ଜଣ

ଆଜି ତାମିଲନାଡୁ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’

କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଏଥିଯୋଗୁଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର