ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ମହିଳା ହେଲେ ସମ୍ବାରି ନାୟକ।  ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ

ଫେରିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟକୁ ସେବାୟତ ନେଇଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ପାଲଟିଥିବା ବେ‌ଳେ ତାହା ଏବେ ଫେରିଆସିଛି। ଗତ ୨୭ ତାରିଖରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ ହୋଇଥିବା ବେଳେ ୨୮ ତାରିଖରେ ବେଶରେ ଲାଗିଥିବା

ରେପୋ ରେଟ୍‌ ୪% ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କ୍ରମାଗତ ତୃତୀୟ ଥର ଲାଗି ସ୍ଥିତାବସ୍ଥା ବଜାୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖିଥିବା କଥା ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।। ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି

୮ ଲକ୍ଷ ଟଙ୍କାର ଚନ୍ଦ କାଠ ଜବତ; ୩ ଜଣଙ୍କୁ ଅଟକ ‌

କଟକ: ଡ଼ାଳିଯୋଡ଼ା ରେଞ୍ଜ ସଫା ସେକ୍ସନ ଅନ୍ତର୍ଗତ ହାଟୁଆରୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ୪ କ୍ବିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି । ହାଟୁଆରୀ ଜଙ୍ଗଲରୁ ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ

ଜଗତସିଂହପୁରରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଅଛିା ଏହି ଦିବସ ଉପଲକ୍ଷେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ନୂତନ ଓ.ପି.ଡି

ରୋଟାରୀ କ୍ଲବ ତରଫରୁ ଶୀତ ବସ୍ତ୍ର ବଂଟନ

ଭୁବନେଶ୍ୱର : ରୋଟାରୀକ୍ଲବ, ଭୁବନେଶ୍ୱର-୧ ତରଫରୁ ସ୍ଥାନୀୟ କଳ୍ପନାଛକ ଓ ଜାରକାସ୍ଥିତସେବକଜରାଶ୍ରମର ଅନ୍ତେବାସୀମାନଙ୍କୁଶୀତବସ୍ତ୍ର ପ୍ରଦାନ କରାଯାଇଛି । କୋଭିଡ୍ ନିୟମ ଅନୁପାଳନ ପୂର୍ବ କକୋଲକ ତାସ୍ଥିତ କେନ୍ଦ୍ରୀୟ ଅନ୍ତଃ ଜଳଗବେଷଣା ପ୍ରତିଷ୍ଠାନର ନିଦେ୍ର୍ଧଶକ ତଥା ରୋଟାରୀକ୍ଲବ

ନକଲି ନୋଟ ସହ ଜଣେ ଗିରଫ

କୋରାପୁଟ: କୋରାପୁଟ ପୋଲିସ ଜିଲ୍ଲାରେ ନକଲି ନୋଟ କାରବାର କରୁଥିବା ନେଇ ନକଲି ନୋଟ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଗଣ ମାଧ୍ୟମକୁ ସୂଚନା । ସୂଚନା ରୁ ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ନକଲି ନୋଟ ତିଆରି କରିବା ଓ ଜିଲ୍ଲାରେ ପ୍ରଚଳନ କରିବା ଦୀର୍ଘ ଦିନ ହେଲା ନଜର

ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଯୁବ କଂଗ୍ରେସର ଆନ୍ଦୋଳନ ଧମକ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜି ଠାରେ ଦୀର୍ଘ ୫ ଦିନ ଧରି ଶୀତ କାକର ସହି ଧାରଣାରେ ବସିଥିବା ଏ.ଏନ୍.ଏମ୍. ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଭେଟି ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିକୁ

ସବୁ ଷ୍ଟେସନରେ ମାଟି ସରାରେ ଚା ପ୍ରଦାନ ପାଇଁ ଦାବୀ

ଭୁବନେଶ୍ୱର: ମେକ୍ ଇନ୍ ଇଣ୍ଡିଆ ଆନେ୍ଦାଳନକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଚାରିଶହ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ସରାରେ ଚା ପରଷିବା ଆରମ୍ଭ କରାଯାଇଛି । ଏହା ଫଳରେ ଗ୍ରାମାଂଚଳର ଲୋକଙ୍କ ହାତକୁ ଅଧିକ କାମ ଆସିବ ଓ ରୋଜଗାର ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ