ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ

କାନ୍‌ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି। ତେବେ ୩ୟ ଦିନିକିଆକୁ ୧୩ ରନ୍‌ରେ ଜିତିବା ଯୋଗୁଁ ସୁପର ଲିଗ୍‌

ପରୀ ଯଦି ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ରହିଛି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି  ନୟାଗଡ଼ର ପରୀ ହତ୍ୟା

ଟ୍ରକ-ବୋଲେରୋ ଧକ୍କା ; ୩ ବରଯାତ୍ରୀ ମୃତ, ୪ ଗୁରୁତର

ଛତିଶଗଡ : ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ବରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।

କରୋନା ଟିକାର ମଜାକ୍‌ ଉଡ଼ାଇଲେ ହରଭଜନ, ହେଲେ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବୁରାଡ଼ିଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ମଙ୍ଗଳବାର ୩୫ ଜଣ କୃଷକ ନେତା ଏବଂ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ ଗୁରୁବାର ସରକାର ଓ ଚାଷୀଙ୍କ

KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ

ଚେନ୍ନାଇ: ସୁପର ହିଟ୍ ଫିଲ୍ମ କେଜିଏଫ୍ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ । ଏହି ସୁପରଷ୍ଟାରଙ୍କୁ ନେଇ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏକ ଫିଲ୍ମ ତିଆରି କରୁଛନ୍ତି ।  ତାଙ୍କ ଆଗାମୀ ଫିଲ୍ମ ‘ସଲାର’ରେ ଲିଡ୍ ରୋଲରେ ପ୍ରଭାସ ନଜର

୧୨ ଘଣ୍ଟା ବନ୍ଦ ରହିବ ଏହି ସହର

ବୀରମିତ୍ରପୁର: ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ହାଜତରେ ତାରିକ୍ ସଲିମ ନାମକ ଯୁବକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ସିଧାସଳଖ ପୁଲିସ୍‌କୁ ଦାୟୀ କରିଥିଲେ। ନ୍ୟାସନାଲ ହ୍ୟୁମ୍ୟାନ୍ ରାଇଟସ୍

ଚାଲିଗଲେ ମସଲା କିଙ୍ଗ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମଶଲା କମ୍ପାନୀ ମହାଶିୟା ଦି ହଟ୍ଟି (MDH)ର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କର ପରଲୋକ ହୋଇଛି। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଡାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ଅନ୍ତର୍ଗତ ମୁରିବାହାଲ ରେଞ୍ଜରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଡାଉ କରାଯାଇଥିବା ଗୁରୁବାର ଜଣାପଡିଛି। ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ। ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।

ଏଥର ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ !

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ଜନରାଜ୍ୟ ଦିବସ ପରେଡ ଉତ୍ସବ​‌ର ମୁଖ୍ୟ ଅତିଥି ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧିବଦ୍ଧ ଭାବେ ଜନସନଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୭ରେ ଜନସନଙ୍କ ସହିତ

ୱିକିପିଡିଆକୁ ଭାରତର ନିର୍ଦେଶ

ନୂଆଦିଲ୍ଲୀ : ଅକସାଇ ଚୀନକୁ ଚୀନର ଅଂଶବିଶେଷ ଭାବେ ଦର୍ଶାଉଥିବା ମାନଚିତ୍ରକୁ ହଟାଇବା ଲାଗି ଭାରତ ସରକାର ୱିକିପିଡିଆକୁ ନିର୍ଦେଶ ଦେଇଛନ୍ତି। ଆମେରିକାସ୍ଥିତ ଅଣଲାଭଦାୟକ ସଂସ୍ଥା ୱିକିପିଡିଆକୁ ଭାରତ ସରକାର ଲେଖିଥିବା ଚିଠିରେ ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ସମାଲୋଚନା କରିଛନ୍ତି।