୩ ଦିନିଆ ରିମାଣ୍ଡରେ ଯିବେ ଅଭୟ ପାଠକ
ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଗିରଫ ଅଭୟପାଠକଙ୍କୁ ଭିଜିନ୍ସଲ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେବ । ଏଥି ପାଇଁ ସ୍ୱତନ୍ତ୍ର ଭିଜିନ୍ସଲାସ ଅଦାଲତ ଅନୁମତି ଦେଇଛନ୍ତି । ତାଙ୍କୁ ଅଧିକ ଜେରା କରିବା ପାଇଁ ଏସଆଇଟି ରିମାଣ୍ଡ ଆବେଦନ କରିଥିଲେ । ଏସ୍ଆଇଟି ଏକ ଟିମ୍!-->…