ଫାଇଜର ଟିକାକୁ ଗ୍ରୀନ ସିଗନାଲ୍
ଲଣ୍ଡନ: କରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର ବାୟୋନଟେକକୁ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ୍। ସମଗ୍ର ବିଶ୍ୱରେ ଏହି ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପ୍ରଥମ ଥର ପାଇଁ ଗୋଟିଏ ଟିକାକୁ ସାରା ବିଶ୍ୱରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ୟୁକେରେ ଏହି !-->…