ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଲାଗୁ କରାଯାଇଛି। କିନ୍ତୁ ନାଁ ଲୋକେ ମାସ୍କ ପିନ୍ଧୁଛନ୍ତି ନା…

୭ମ ଦିନରେ କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀ-ୟୁପି ସୀମାରେ ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା କୃଷକଙ୍କ ଆନ୍ଦୋଳନ ବୁଧବାର ୭ମ ଦିନରେ ପହଞ୍ଚିଛି। ଗତ ମଙ୍ଗଳବାର ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଅଧିକ ଉଗ୍ର ହୋଇଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ(ୟୁପି) ସୀମାରେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍‌ ଭାଙ୍ଗି…

ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ବର : ନଭେମ୍ବର ମାସରେ ଶୀତ ପଡିବ । କରୋନା ମହାମାରୀ ତାର ପ୍ରଭାବ ଅଧିକ ଦେଖାଇବ। ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଯେଉଁ ଆକଳନ କରୁଥିଲେ ତାହା ଭୁଲ ପ୍ରମାଣିତ ହୋଇଛି। ନଭେମ୍ବରରେ ରାଜ୍ୟରେ ସଂକ୍ରମଣ ଯେଉଁ ହାରରେ କମିଛି ସେଥିରୁ ଜଣାପଡୁଛି ଯେ କରୋନା ମହାମାରୀ…

କଟକରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଗଠନ ହେବ ୧୦ଟି ସ୍କ୍ବାଡ୍‌

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ…

କରୋନା ଟିକା ବଣ୍ଟନ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର :ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ‌ଦେଖାଦେଇଛି। ପ୍ରଥମ…

ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

କାନବେରା : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ୩ୟ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ…

ବିବାହ ଉତ୍ସବରୁ ଘରକୁ ଫେରୁଥିଲେ, ଟ୍ରକ୍‌ ଚାପାରେ ଚାଲିଗଲା ବରର ୮ ସମ୍ପର୍କୀୟଙ୍କ ଜୀବନ

ବିବାହ ଉତ୍ସବ ସରିଥିଲା। ଏକ ସ୍କର୍ପିଓରେ ବରର ସମ୍ପର୍କୀୟମାନେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ଯୋଗୁ ଗାଡ଼ି ଭିତରେ ସେମାନଙ୍କ ଆଖି ଲାଗିଯାଇଥିଲା। କିନ୍ତୁ ସେହି ନିଦ୍ରା ସେମାନଙ୍କର ଶେଷ ନିଦ୍ରା ହେବ ବୋଲି ଜଣା ନ ଥିଲା। ଘରେ ପହଞ୍ଚିବା ଆଗରୁ ଅଧାବାଟରେ ଟ୍ରକ୍‌ ଚାପାରେ ଚାଲିଗଲା ୮…

ଗଞ୍ଜାମ ଜିଲ୍ଲାରେ ୧୬,୫୧୫ ଏଡସ୍ ରୋଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬,୫୧୫ ଜଣ ଏଡସ୍ ଆକ୍ରାନ୍ତ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ ନମ୍ବର ସ୍ଥାନରେ ରହିଛି । ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ ହଜାର ୫୧୫ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍ସ ସେଲ୍ ସୂତ୍ରରୁ…

ପାଠକ ଠକେଇ ନେଇ ୮ ଜଣଙ୍କୁ କ୍ରାଇମବ୍ରାଂଚର ଜେରା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ ଜଣ ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଂଚ । ଏହି ଠକେଇ ମାମଲାରେ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା…

ରାଜ୍ୟରେ ଖୋଲିଲା ମେଡିକାଲ୍ କଲେଜ

ଭୁବନେଶ୍ୱର: ମହାମାରୀ କରେନା ଭୂତାଣୁ ସଂକ୍ରମଣ ଯୋଗୁ ଦିର୍ଘ ୮ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ମେଡିକାଲ କଲୋଜ ଆଜି ଠାରୁ ଖୋଲିଛି । ପ୍ରକାଶ ଥାଉକି ଡିସେମ୍ବର ୧ ତାରିଖଠାରୁ ମେଡିକାଲ କଲେଜ ଗୁଡିକ ଖୋଲିବା ପାଇଁ ପୂର୍ବରୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ଫଳରେ ମେଡିକାଲ କଲେଜ…