ଅଙ୍ଗାକ ଭାରେ ହେଲା…
ଯେତେବେଳେ ମଣିଷର ସମସ୍ୟା ସଂଖ୍ୟା ବଢ଼ିଚାଲେ; ବିଶେଷତଃ ମୌଳିକ ସମସ୍ୟା ଗୁଡ଼ିକ ବଢ଼ିବାକୁ ଆରମ୍ଭ କରେ ସେତେବେଳେ ଆମ ପୂର୍ବପିଢ଼ିମାନେ କଥାଛଳରେ କହିଥାନ୍ତି, ଅଙ୍ଗାକ ଭାରେ ହେଲା । ତେବେ ଏହି ଉକ୍ତିକୁ ଆମେ ଏଠାରେ ପୂନରାବୃତି କରିବାର ପଛରେ କି କି କାରଣ ନିହିତ ଓ ଜଡିତ, ତାହା ପାଠକମାନେ!-->…