ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା

ଭଦ୍ରକ : ଆଇରନ୍‌ ବୋଝେଇ ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍‌ ନଥିବାରୁ ଟ୍ରକ୍‌କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଆଇରନ୍‌ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ…

ବିଳମ୍ବିତ ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀପଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ଗ୍ରାମର ଚାଷଜମିରେ ଗତ ବିଳମ୍ବିତ ରାତିରେ ୧୯ ଘରିଆ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ଡୁମୁରିଆ ଗ୍ରାମର ଗୈାରହରୀ ନାଏକଙ୍କ ପାଚିଲା ଧାନ ବିଲରେ ପଶି ପାଖାପାଖି ଏକରେରୁ ଉର୍ଦ୍ଧ୍ୱ ଧାନ ଫସଲ ଖାଇବା…

ଶୁଣିଲେନି ଦିବ୍ୟ ଶଙ୍କର

ଭୁବନେଶ୍ୱର : ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉଭୟ କହିଛନ୍ତି,…

ଖୁବ୍‌ଶୀଘ୍ର ଭାରତୀୟ ବଜାରକୁ ଆସିବ ସାମସଙ୍ଗ ଗାଲାକ୍ସି ଏମ୍‌୦୨

ନୂଆଦିଲ୍ଲୀ : ସାମସଙ୍ଗର ନୂଆ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୍‌୦୨ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ନିକଟରେ ଏହି ଫୋନ ସାମସଙ୍ଗର ଭାରତୀୟ ୱେବସାଇଟରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସାମସଙ୍ଗ ଗାଲାକ୍ସି ଏମ୍‌୦୨ ବେଞ୍ଚମାର୍କ ତାଲିକାରେ ଦେଖିବାକୁ…

ଶିବସେନାରେ ସାମିଲ ହେଲେ ଏହି ଅଭିନେତ୍ରୀ

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ମଙ୍ଗଳବାର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ​‌ ସେ କଂଗ୍ରେସ ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୪୬…

୪ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା କହିଲେ ଏପରି କଥା

ପଟନା: ବିହାରର ସିୱାନ ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତା’ର ୪ ସନ୍ତାନଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି। ଏହା ସହିତ ଆଉ ଜଣେ ସନ୍ତାନ ଏବଂ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ…

ସୋନୁଙ୍କ ‘ସୋନୁଇଜମ୍’ ଆପ୍: ବେରୋଜଗାରଙ୍କ ପାଇଁ ସହାୟତା

ମୁମ୍ୱାଇ: ପୁଣି ଥରେ ସହୃଦୟତା ଦେଖାଇଲେ ବଲିଉଡ ଅଭିନେତା ସୋନୁ ସୁଦ । ବେରୋଜଗାରଙ୍କ ସହାୟତା ପାଇଁ ଆରମ୍ଭ କଲେ ନୂଆ ଆପ୍ । ସୋନୁ ସୁଦ ଏବଂ ତାଙ୍କ ଟିମ୍ ମିଶି ‘ସୋନୁଇଜିମ’ (Sonuism) ନାମକ ଏକ ଆପ୍ ଲଞ୍ଚ କରିଛନ୍ତି ।  ଏହି ଆପ୍ ବିଶେଷ କରି ଶିକ୍ଷିତ ବେରୋଜଗାର ଛାତ୍ରଛାତ୍ରୀଙ୍କ ସହାୟତା…

ଶହେଟି ଦେଶର ରାଷ୍ଟ୍ରଦୂତ ଦେଖିବେ ଭାରତର କୋଭିଡ ଟୀକା ବିକାଶ

ଦେଶରେ କରୋନା ଟିକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ଗୋଷ୍ଠୀ ସହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍‍ ମାଧ୍ୟମରେ ଆଲୋଚନା କରିଛନ୍ତି। ସେହି ଗୋଷ୍ଠୀଗୁଡ଼ିକରେ ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ହାଇଦ୍ରାବାଦ ସ୍ଥିତ…

ମାଲକାନଗିରିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ମାଲକାନଗିରି : ଆଜି ସାରା ବିଶ୍ୱରେ ପାଳନ ହେଉଛି ଏଡ୍‌ସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ୍‌ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଇଛି ଆଜି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ। ଏଡ୍‌ସ ସଚେତନ ରାଲି କରାଯିବା…

ଆସାମରେ ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର…