ବିଶ୍ବ ଏଡ୍‌ସ ଦିବସ

ଭୁବନେଶ୍ବର: ଡିେସମ୍ବର ୧ ହେଉଛି ବିଶ୍ବ ଏଡସ ଦିବସ। ଏଡସ ରୋକିବା ଲାଗି ବିଶ୍ବ ସମୁଦାୟପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ବେଳେ ୨୦୩୦ ମସିହା ସୁଦ୍ଧା ରାଜ୍ୟରୁ ଏଡ଼ସ୍‌ ସଂକ୍ରମଣକୁ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଉଦ୍ୟମ ଜାରି…

ମହିଳାଙ୍କୁ ନିର୍ଘାତ ପିଟିଲେ ପଡ଼ୋଶୀ

ପିପିଲି : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପାଚେରି ଡେଇଁ  ପଶିଥିବା ପଡ଼ୋଶୀ ସଦସ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ।  ମହିଳାଜଣକ  ଏବେ ପିପିଲି ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ…

ପାଠକ ଠକେଇର ତଦନ୍ତ ଆରମ୍ଭ

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ତନାଘନା ଭୁବନେଶ୍ୱର: କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏବେ ଜେଲ୍ରେ ଥିବା ବରିଷ୍ଠ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତି ତଥା ଠକେଇ କାରନାମା ନେଇ ଦିନକୁ ଦିନ ନୂଆ ତଥ୍ୟମାନ…

ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ୱର: ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍ ତଳକୁ ଖସି ଯାଇଥିବାରୁ ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି । ଗତ ରାତିରେ ସର୍ବନିମ୍ନ ୯ଡିଗ୍ରି ସେଲସିୟସ୍ ତାପମାତ୍ରା ଥାଇ ସୋନପୁର ସବୁଠୁ ଶୀତଳ ଅଞ୍ଚଳ ହୋଇଥିବା ବେଳେ ଦାରିଙ୍ଗବାଡିରେ ୯.୫ ଡିଗ୍ରି ଏବଂ ଅନୁଗୁଳରେ ୧୦.୬…

ଦେବ ଦୀପାବଳିରେ ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ

ବାରଣାସୀ: ଅଯୋଧ୍ୟରେ ଦୀପାବଳି ପରେ ବାରଣାସୀରେ ଦେବ ଦୀପାବଳିର ଆୟୋଜନ କରିଛନ୍ତି ଉତରପ୍ରଦେଶ ସରକାର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଯାଉଛନ୍ତି । କୁହାଯାଉଛି, ଦେବ ଦୀପାବଳିରେ ବାରଣାସୀରେ ୧୧ ଲକ୍ଷ ଦୀପ ଜଳାଯିବ । ଏଥିପାଇଁ ସମସ୍ତ ପ୍ରକାରର ଭବ୍ୟ ଆୟୋଜନ…

ବିଜେଡି ଇତିହାସ- ଚରିତ୍ର ସଂଖ୍ୟା ବୃଦ୍ଧି

ବିଜୁ ଜନତା ଦଳ (ବିଜେଡି) ଗଠନ ହେବା ପରଠାରୁ ଏହାର ନେତତ୍ୱ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ହାତରେ ରହି ଆସିଛି । ଦଳର ନିରଙ୍କୁଶ ନେତା ଭାବେ ସେ ଯେ, କେବଳ ସ୍ୱୀକୃତି ଲାଭ କରିଛନ୍ତି, ତାହା ନୁହେଁ, ନିଜର ସାଧାସିଧା ଚଳଣି ଓ ରାଜ୍ୟ ବାସୀଙ୍କ…

କୋଭିସିଲ୍ଡ ଟିକାକୁ ନେଇ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା

ଚେନ୍ନଇ : କୋଭିଡ୍‌ ଟିକା କୋଭାସିଲ୍ଡକୁ ନେଇ ଅଭିଯୋଗ ଆଣିଥିବା ଜଣେ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦କୋଟିର ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ମାନହାନୀ ମକଦ୍ଦମା ରୁଜୁ କରାଯାଇଛି। କରୋନା ଟିକା କୋଭାସିଲ୍ଡର ମାନବ ପରୀକ୍ଷଣରେ ଭାଗ ନେଇଥିବା ଜଣେ…

ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ଜିଲାରେ ସୋମବାର ଦିନ ଧାନମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ଜିଲାପାଳ ଓଆଇ ବିଜୟ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର…

ଶିବସେନାରେ ଯୋଗଦେବେ ଉର୍ମିଳା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ମଙ୍ଗଳବାର ଶିବସେନାରେ ଯୋଗଦେବେ। ସେ ୨୦୧୯ରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରେ ଦଳ ଛାଡିଥିଲେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନାଳ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଆଜି ସକାଳ ସାଢେ଼ ୫ ଟା ସମୟରେ ଜଣେ ବ୍ୟକ୍ତି ଭାଲୁ କାମୁଡ଼ା ରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ଝାଲିଆପଡ଼ାର ଅନ୍ତର୍ୟ୍ୟାମୀ ମହାନ୍ତ(୫୦) ବୋଲି ଜଣାପଡିଛି। ପାଟଣା…