ଗଞ୍ଜାମ ଜିଲ୍ଲାରେ ୧୬,୫୧୫ ଏଡସ୍ ରୋଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬,୫୧୫ ଜଣ ଏଡସ୍ ଆକ୍ରାନ୍ତ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ ନମ୍ବର ସ୍ଥାନରେ ରହିଛି । ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ ହଜାର ୫୧୫ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍ସ ସେଲ୍ ସୂତ୍ରରୁ

ପାଠକ ଠକେଇ ନେଇ ୮ ଜଣଙ୍କୁ କ୍ରାଇମବ୍ରାଂଚର ଜେରା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ ଜଣ ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଂଚ । ଏହି ଠକେଇ ମାମଲାରେ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା

ରାଜ୍ୟରେ ଖୋଲିଲା ମେଡିକାଲ୍ କଲେଜ

ଭୁବନେଶ୍ୱର: ମହାମାରୀ କରେନା ଭୂତାଣୁ ସଂକ୍ରମଣ ଯୋଗୁ ଦିର୍ଘ ୮ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ମେଡିକାଲ କଲୋଜ ଆଜି ଠାରୁ ଖୋଲିଛି । ପ୍ରକାଶ ଥାଉକି ଡିସେମ୍ବର ୧ ତାରିଖଠାରୁ ମେଡିକାଲ କଲେଜ ଗୁଡିକ ଖୋଲିବା ପାଇଁ ପୂର୍ବରୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ଫଳରେ ମେଡିକାଲ କଲେଜ

ଅଙ୍ଗାକ ଭାରେ ହେଲା…

ଯେତେବେଳେ ମଣିଷର ସମସ୍ୟା ସଂଖ୍ୟା ବଢ଼ିଚାଲେ; ବିଶେଷତଃ ମୌଳିକ ସମସ୍ୟା ଗୁଡ଼ିକ ବଢ଼ିବାକୁ ଆରମ୍ଭ କରେ ସେତେବେଳେ ଆମ ପୂର୍ବପିଢ଼ିମାନେ କଥାଛଳରେ କହିଥାନ୍ତି, ଅଙ୍ଗାକ ଭାରେ ହେଲା । ତେବେ ଏହି ଉକ୍ତିକୁ ଆମେ ଏଠାରେ ପୂନରାବୃତି କରିବାର ପଛରେ କି କି କାରଣ ନିହିତ ଓ ଜଡିତ, ତାହା ପାଠକମାନେ

ବିଜେଡ଼ି ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର; ଜନବିରୋଧୀ କାର୍ଯ୍ୟର ତାଲିକା ଜାରି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ ବିବୃତି ଜାରି ହୋଇଛି । ଏଥିରେ

ପରୀ ହତ୍ୟାକାଣ୍ଡ : ନୟାଗଡ଼ ଯଦୁପୁରରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା

ନୟାଗଡ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁରେ ପହଞ୍ଚିଛନ୍ତି। ଅରୁଣ ବ୍ରୋଥାଙ୍କ ସହ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ପରୀର ଗାଁ ଯଦୁପରରେ ପହଞ୍ଚି ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏଥି ସହ

ବାଇକ୍‌ରେ ବୋମାଧରି ଯାଇଥିବା ବେଳେ ଫୁଟିଗଲା ବୋମା : ଜଣେ ମୃତ, ୧ ଗୁରୁତର

ଗଞ୍ଜାମ : ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଫାଟିଗଲା ବୋମା। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ଫଳରେ ବାଇକରେ ବୋମା ଧରି ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ

କୃଷକ ନେତାଙ୍କ ସହ ଚାଲିଛି ବୈଠକ, କୃଷିମନ୍ତ୍ରୀ କହିଲେ ଦାବିଗୁଡିକ ଶୁଣିବା ଆଗକୁ ବାଟ ସ୍ଥିର କରାଯିବ

ପଞ୍ଜାବର କୃଷକ ନେତାମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଥିବା ୫ ଦିନ ପରେ ସରକାରଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ଏବେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି। ବୈଠକ ପୂର୍ବରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆମେ ଏହି

କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ ବିତରଣରେ ଭାରତ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଭିଡ ଟିକା ବିକାଶ କ୍ଷେତ୍ରରେ ଭାରତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ବିଶ୍ୱର ଆବଶ୍ୟକତା ପୁରଣ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କରୋନା ବିରୋଧୀ ଲଢେଇରେ ସାରା ବିଶ୍ୱକୁ ଭାରତ ସଫଳତାର ସହ ଆଗେଇ ନେବା ପରେ, ଭାରତ ବର୍ତ୍ତମାନ କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ

ଚାଷୀ ଆନ୍ଦୋଳନକୁ ନେଇ ବୟାନ ଦେଲେ କାନାଡା ପିଏମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଭାରତରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ସମର୍ଥନ କରିଛନ୍ତି। ଭାରତରେ ଚାଷୀମାନେ ଚଳାଇ ଥିବା ଆନ୍ଦୋଳନ ବେଶ ଚିନ୍ତା ଜନକ ବୋଲି ସେ ମତ ଦେଇଥିଲେ।ଏହି ମତ ପରେ ଭାରତର ସରକାର ଚିହିଁକି