ଆସନ୍ତାକାଲିଠାରୁ ଏସ୍‌ସିବିରେ ପାଠପଢ଼ା, ୭ରେ ପରୀକ୍ଷା

କଟକ : ଜାତୀୟ ମେଡିକାଲ କମିସନ(ଏନ୍‍ଏମ୍‍ସି)ଙ୍କ ନିର୍ଦେଶକ୍ରମେ ପହିଲାରୁ ରାଜ୍ୟର ମେଡିକାଲ କଲେଜଗୁଡିକରେ ଶିକ୍ଷାଦାନ ଆରମ୍ଭ ହେବ। ୧ରୁ ଶିକ୍ଷାଦାନ ହେବାକୁ ଥିବାବେଳେ ୭ତାରିଖରୁ ଏମ୍‌ବିବିଏସ୍‌ ପ୍ରଥମବର୍ଷ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ

‘ପରୀ’କୁ ନ୍ୟାୟ ପାଇଁ ଏବେ ଦିଲ୍ଲୀରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ନୟାଗଡର କୁନି ଝିଅ ‘ପରୀ’କୁ ନ୍ୟାୟ ପ୍ରଦାନ ମାମଲା ଏବେ କିଲ୍ଲୀରେ ପହଞ୍ଚିଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏହି ଘଟଣା ନେଇ ସୋମବାର ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଦାବି ପତ୍ରରେ ମୁଖ୍ୟତଃ ୨

୧୦ ଟଙ୍କାର ନିର୍ମାଲ୍ୟ ୪୯୯ରେ ବିକ୍ରି : ଆମାଜନ୍‌ ବିରୋଧରେ ଥାନାରେ ଏତଲା

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ଅନ୍‌ଲାଇନରେ ବିକ୍ରି କରୁଛି ଆମାଜନ୍‌। ଯେଉଁ ନିର୍ମାଲ୍ୟ ପୁଡିଆ ପୁରୀରେ ୧୦ଟଙ୍କାରେ ବିକ୍ରି ହେଉଛି ଆମାଜନ୍‌ ତାହାକୁ ୪୯୯ଟଙ୍କାରେ ବିକୁଛି। ୱେବସାଇଟ୍‌ରେ ତାହା ପୁରୀ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ

ଆତ୍ମଘାତୀ ବିସ୍ଫୋରଣରେ ୩୪ ମୃତ

କାବୁଲ : ଆଫଗାନିସ୍ତାନର ଦୁଇଟି ସ୍ଥାନରେ ରବିବାର ଦୁଇଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟି ୩୪ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ବିସ୍ଫୋରଣଟି ପୂର୍ବାଞ୍ଚଳ ଗଜନି ପ୍ରଦେଶରେ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଦକ୍ଷିଣାଞ୍ଚଳରେ ହୋଇଛି। ଗଜନି ପ୍ରଦେଶରେ ଏକ ସେନା ଶିବିରକୁ ନିଶାଣ କରି

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ !

ତାଳଚେର : ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହେଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ରାଜ୍ୟରେ

ରାଜ୍ୟରେ ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟରେ ରେକର୍ଡ଼ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ ଆକ୍ରାନ୍ତ

କରୋନା ଟିକା ପ୍ରସ୍ତୁତିରେ ସାମିଲ ୩ ଭାରତୀୟ କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  କୋଭିଡ୍‍-୧୯ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ସମୀକ୍ଷା କରିଆସୁଛନ୍ତି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ।

ଗୁରୁ ନାନାକଦେବଙ୍କ ୫୫୧ତମ ଜୟନ୍ତୀ

ନୂଆଦିଲ୍ଲୀ : ସୋମବାର ଗୁରୁ ନାନାକଦେବଜୀଙ୍କ ୫୫୧ତମ ଜୟନ୍ତୀ ପାଳନ କରାଯାଉଛି। ଏହି  ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ଏବଂ ବିଦେଶରେ ରହୁଥିବା ଶିଖ୍‍ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ

ଯାଜପୁରରେ କାଳିଦାସ ଜୟନ୍ତୀ ପାଳିତ

ଯାଜପୁର : ସଂସ୍କୃତ ଭାଷା ବିଶ୍ୱର ସର୍ବ ପୁରାତନ ଭାଷା ଭାବେ ପରିଚିତା ଆଦି କବି କାଳି ଦାସ ଏହି ଭାଷାକୁ ଯେଉଁ ସ୍ତରକୁ ନେଇଚ୍ଥନ୍ତି ତାହା ଅନନ୍ୟ ଓ ଚିରନ୍ତନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତିା ଶୁକ୍ରବାର ପୂର୍ବାହ୍ନରେ ଜ଼ିଲ୍ଲା ସ୍କୁଲଠାରେ କାଳିଦାସ ଜୟନ୍ତୀ ଜ଼ିଲ୍ଲା

ରାଉରକେଲା ମହାନଗର ନିଗମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ରାଉରକେଲାର ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍ଓ ୯୦୦୧-୨୦୧୫ ପ୍ରମାଣପତ୍ର ମିଳିଥିବାରୁ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି । କୋଭିଡ-୧୯ ଆହ୍ୱାନ ସତ୍ୱେ ଏହି ପରିବର୍ତନକାରୀ