ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲା ଶରଣକୁଳ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଡମ୍ପର ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ

ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା ‘ନିବାର’

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି। ଏହି ଘୂର୍ଣ୍ଣିବାତ୍ୟାର ନାମ ‘ନିବାର’ ରଖାଯାଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଚେନ୍ନାଇ ଓ ଏହାର ସହରତଳି

ପୁଅ ଓ ସ୍ତ୍ରୀକୁ ଗୁଳି : ସ୍ୱାମୀ କୋର୍ଟ ଚାଲାଣ

ରାୟଗଡ଼ (ଗଜପତି): ରାୟଗଡ଼ ବ୍ଲକ କୁମୁଳାସିଂ ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚଳାଇ ଗିରଫ ହୋଇଛନ୍ତି ଜଣେ ୫୫ ବର୍ଷୀୟ ବ୍ୟକ୍ତି। ହେଲେ ମା ଏବଂ ପୁଅ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ଗଜପତି ଜିଲାର ରାୟଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି

୨ ମାସ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲ ଅବଧି

କେନ୍ଦ୍ର ସରକାରୀ ପେନ୍‍ସନଭୋଗୀମାନଙ୍କ ପାଇଁ ଲାଇଫ୍‍ ସାର୍ଟିଫିକେଟ୍‍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। କର୍ମଚାରୀ, ସର୍ବସାଧାରଣ

ଆଉ ନାହାନ୍ତି ଅଭିନେତା ଆଶିଷ ରୟ

ମୁମ୍ବାଇ: ଟିଭି ଦୁନିଆର ଜଣାଶୁଣା ଅଭିନେତା ଆଶିଷ ରୟଙ୍କର ପରଲୋକ ହୋଇଛି। ଆଶିଷଙ୍କର କିଡନୀ ଜନିତ ସମସ୍ୟା ଥିଲା। ଯେଉଁକାରଣରୁ ଦୀର୍ଘ ୬ମାସ ଧରି ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ମଙ୍ଗଳବାର ଭୋର୍ ୪ଟାରେ ଆଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶିଷଙ୍କ ଦେହାନ୍ତ ନେଇ

ଆଜି ଶେଷ ହେଉଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, ଆଉ ମାତ୍ର ଦୁଇ ଦିନ ପରେ ଚତୁର୍ଦ୍ଧାବିଗ୍ରହଙ୍କ ନାଗାର୍ଜୁନ ବେଶ

ପୁରୀ: ଆଜି କାର୍ତ୍ତିକ ମାସ ଦଶମୀ ତିଥି । ଆଜି ଭୋର ୫ଟାରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି କରାଯାଇଛି। ଶେଷ ହେଉଛି ପ୍ରାୟ ୧ ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ। ଏହା ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି। ପଞ୍ଚୁକର ପାଞ୍ଚ

ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ି ତାପମାତ୍ରା ୯ ଡିଗ୍ରୀ

ଭୁବନେଶ୍ୱର :  ଶୀତରେ ଥରୁଛି ଓଡ଼ିଶା।  ରାଜ୍ୟର ୧୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଥିବା ବେଳେ  କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି । ଦାରିଙ୍ଗବାଡ଼ିରେ

ଇଡି ପଞ୍ଝାରେ ଶିବସେନା ବିଧାୟକ, ଘର ଓ ଅଫିସରେ ରେଡ୍‌

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ରେଡ୍‌ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍‌ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କର ଏକାଧିକ ଠିକଣାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ତେବେ ଇଡି

୫ ବର୍ଷ ଝିଅର ଆଖି ଓ କିଡନୀ ତାଡ଼ି ନେଲେ; ନ୍ୟାୟ ପାଇଁ ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର :‘ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା

ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୬୭୧

ଭୁବନେଶ୍ୱରେ : ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫, ସମ୍ବଲପୁରରୁ ୩,