ଅଁଳା ନବମୀରେ ସାକ୍ଷୀଗୋପାଳରେ ୧୪୪ ଧାରା

ପୁରୀ: ପବିତ୍ର ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ନିଷିଦ୍ଧ କରିବା ଲାଗି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ୧୪୪ଧାରା ଜାରୀ କରାଯାଇଛି । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ

ଭୁବନେଶ୍ୱରରେ ୩୭ ହଜାର ଦୋକାନର ନାହିଁ ଲାଇସେନ୍ସ

ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୁ ଘାରିଛି ରାଜସ୍ୱ ଚିନ୍ତା । କରୋନା ଯୋଗୁଁ ଏଥର ରାଜସ୍ୱ ଆୟ ବହୁ ପରିମାଣରେ ପ୍ରଭାବିତ ହୋଇଛି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ପୂରଣ ହେବା ନେଇ ଅ।ଶଙ୍କା ପ୍ରକାଶ

ରାଜ୍ୟରେ ୧୩ ଲକ୍ଷ ୭୯ ହଜାର ମାମଲା ବିଚାରାଧୀନ

ଭୁବନେଶ୍ୱର: ଅ।ଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଅ।ଇନ୍ ଅଦାଲତରେ ୧୩,୭୮,୯୨୩ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଏଥିମଧ୍ୟରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୦ଲକ୍ଷ ୯୬ହଜାର ୨୨୦ । ଏହାଛଡ଼ା ଅ।ଉ ୨ଲକ୍ଷ ୮୨ହଜାର ୭୦୩ଟି ଦେୱାନୀ ମାମଲା ରାଜ୍ୟର ଅଦାଲତଗୁଡ଼ିକରେ ରହିଥିବା ଜାତୀୟ

ଭୂଦାନ ନେତା କୃଷ୍ଣ ସିଂହ ପାଇବେ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’

ଭୁବନେଶ୍ୱର :ଓଡ଼ିଶାର ବର୍ଷୀୟାନ୍ ଭୂଦାନ ନେତା, ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ କବି ଓ ଲେଖକ ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’ ପ୍ରଦାନ କରିବାକୁ ମନୋନୀତ କରାଯାଇଛି । ଆସନ୍ତା ସୋମବାର ଅନଗୁଳସ୍ଥ ବାଜି ରାଉତ ଛାତ୍ରାବାସ

ହକି ଗୌରବର ପ୍ରକଳ୍ପ ‘ହକି ହଲ ଅଫ ଫେମ୍‍’

ରାଉରକେଲା : ହକିର ଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲାରେ ହକି ଖେଳ ସାଧାରଣ ଜନଜୀବନର ଭାବପ୍ରବଣତା ସହିତ ଜଡ଼ିତ। ଏହି ଜିଲାର ଖେଳାଳି ବିଶ୍ୱସ୍ତରରେ ଜିଲା ଓ ରାଜ୍ୟ ପାଇଁ କେବଳ ନୁହେଁ ବରଂ ଦେଶ ପାଇଁ ଗର୍ବ, ଗୌରବ ଆଣିଛନ୍ତି। ଏହି ଗୌରବକୁ ନେଇ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ

ସାଥୀ ବାଛିବାର ନିଆରା ଯାତ୍ରା…ଲକ୍ଷ୍ମୀପୁରର ଫୁଲ ଯାତ୍ରା

ଲକ୍ଷ୍ମୀପୁର: ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲ ଯାତ୍ରା। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ଅନୁଷ୍ଠିତ ହୁଏ। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା

ସମୁଦ୍ରର ଗଭୀରତମ ପ୍ରଦେଶକୁ ଗଲା ଚୀନ ନୌବହର

ବେଜିଂ: ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର ‘ଫେଣ୍ଡୋଉଝେ’ ବା ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌

ବାଇଡେନ୍‌ ହେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି

ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶର ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଶନିବାର ସେ ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୧ ଜାନୁଆରୀରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଏହି ରେକର୍ଡର ଅଧିକାରୀ

୨୦୨୦ରେ ୧୯୧ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍‌

ଅନୁଭବ-ବର୍ଷା ବିବାଦ, ନଭେମ୍ବର ୨୩ରେ ତୃତୀୟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ଆପୋଷ ଆଲୋଚନା ଆଜି ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ବିବାଦର ସାମାଧାନ ବାଟ ବାହାର କରିବାକୁ ନଭେମ୍ବର ୨୩ ଅପରାହ୍ଣ ୪ଟା