ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତର୍ଜାତିକ ନିଯୁକ୍ତି
ନୂଆଦିଲ୍ଲୀ: ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜେନେଭାସ୍ଥିତ ଆନ୍ତ-ସଂସଦୀୟ ୟୁନିଅନ (ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍)ର ବାହ୍ୟ ଅଡିଟର ଭାବରେ ମନୋନୀତ କରାଯାଇଛି। ଖୁବ୍ ଶୀଘ୍ର ମୁର୍ମୁ ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍!-->…