କରୋନା କାୟା : ରାଜସ୍ଥାନର ୧୪୪ ଧାରା, ହରିୟାଣାରେ ସ୍କୁଲ ପୁଣି ବନ୍ଦ
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କେତେକ ରାଜ୍ୟ କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ହରିୟାଣା ଏବଂ ରାଜସ୍ଥାନରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।!-->…