କୁନି ଝିଅ ହର୍ଷାଳୀଙ୍କ ପାଇଁ ନୂଆ ସୁଯୋଗ

୨୦୧୫ରେ କବୀର ଖାନ୍ ନିର୍ଦେଶିତ ‘ବଜରଙ୍ଗୀ ଭାଇଜାନ୍’ର ମୁଖ୍ୟ ଆକର୍ଷଣ ଥିଲେ ହର୍ଷାଳୀ ମଲହୋତ୍ରା। ସଲମାନ୍ ଖାନ୍, କରୀନା କପୁର ଖାନ୍ ଅଭିନୟ କରିଥିବା ଏଇ ଚଳଚ୍ଚିତ୍ରରେ ହର୍ଷାଳୀ ‘ମୁନ୍ନି’ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ମାତ୍ର ୭ ବର୍ଷ ହୋଇଥିଲା ହର୍ଷାଳୀଙ୍କୁ, ହେଲେ ନିଖୁଣତାର ସହ ସେ…

୩୦୦ ଗ୍ରାମ ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଜଗତସିଂହପୁର : ଜଗତସିଂହପୁର ସଦରଥାନା ତର୍ତ୍ତଙ୍ଗ ଗାଁରେ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ସଦର ପୁଲିସ ଓ ଅବକାରୀ ବିଭାଗର ଟିମ ଚଢାଉ…

ଆଜିଠୁ ଶୀତ ଅଧିବେଶନ : ଶାସକ-ବିରୋଧୀ ସମସ୍ତେ ପ୍ରସ୍ତୁତ

ଭୁବନେଶ୍ୱର :  କୋଭିଡ୍‌ କଟକଣା ମଧ୍ୟରେ ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏଥର ସରକାର ୧୦ଟି ବିଧେୟକ ଗୃହରେ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ୯ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଏହା ସଂପୂର୍ଣ୍ଣ ନା ଆଂଶିକ !

ଜ୍ୟୋତିଷ ଶାସ୍ତ୍ର ଏବଂ ବିଜ୍ଞାନ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ହୋଇଥିବାବେଳେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ଚନ୍ଦ୍ରଗ୍ରହଣ ହୁଏ ଏହା ମାନବ…

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୬ ଶିଶୁଙ୍କ ସମେତ ୧୪ ମୃତ

ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ ୬ ଶିଶୁଙ୍କ ସମେତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାରେ ସ୍ଥାନୀୟଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।…

ଦିଲ୍ଲୀର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଏକ କାରଖାନାରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ଇଛି। ନାଗଲୋଇ ଅଞ୍ଚଳ ନରେଶ ପାର୍କର ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ…

ପିଓକେରେ ସେନାର ‘ପିନ୍-ପଏଣ୍ଟ’ ଅପରେସନ; ଆତଙ୍କବାଦୀ ଶିିବିର ଧ୍ବଂସ

ନୂଆଦିଲ୍ଲୀ : ସୀମାରେ ଆତଙ୍କବାଦୀଙ୍କ ବାରମ୍ବାର ଅନୁପ୍ରବେଶକୁ ପ୍ରତିହତ କରିବା ଲାଗି ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର (ଲଞ୍ଚ ପ୍ୟାଡ) ଉପରେ ‘ପିନ୍‌-ପଏଣ୍ଟ’ ଅପରେସନ କରିଛି। ଏହି ଅପରେସନରେ ଆତଙ୍କବାଦୀଙ୍କ ଅନେକ ଶିବିର ଧ୍ବଂସ ହୋଇଛି।…

ଖ୍ରୀଷ୍ଟମାସ ସୁଦ୍ଧା ଫାଇଜର ଟିକା!

ନୂଆଦିଲ୍ଲୀ : ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ୱାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା । ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍…

ଆଜିଠାରୁ ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଅଧିବେଶନ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭାର ଶୀତକାଳୀନ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ସରଗରମ ହେବା ସମ୍ଭାବନା ରହିଛି । ଗୃହରେ ସରକାରଙ୍କୁ ଅଡୁୁଆରେ ପକାଇବା…

ଫାଇନାନ୍ସ ବ୍ୟାଙ୍କରୁ ୧୨କୋଟି ଟଙ୍କା ଡକାୟତି

କଟକ: କଟକର ଜନଗହଳିପୂର୍ଣ୍ଣ ନୟାସଡକସ୍ଥିତ ଆଇଆଇଏଫ୍ଏଲ ନାମକ ଏକ ଫାଇନାନ୍ସ କଂପାନିରୁ ଆଜି ସ୍ପଷ୍ଟ ଦିବାଲୋକରେ ୧୨କୋଟି ଟଙ୍କା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ୍ ଭିତରେ କର୍ମଚାରୀମାନଙ୍କୁ ଭୟଭୀତ କରି ନଗଦ ୪ଲକ୍ଷ ଟଙ୍କା ସହ ୧୨କୋଟି ଟଙ୍କାର…