ଜେଏନୟୁ ହିଂସା: ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀ ଜବାହର ଲାଲ ବିଶ୍ୱବିଦ୍ୟାଳୟରେ ହିଂସା ହୋଇଥିଲା। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିଲା। ଏବେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ସ୍ଥାନୀୟ ପୁଲିସକୁ କ୍ଲିନଚିଟ୍ ଦେଇଛି। ସ୍ଥାନୀୟ ପୁଲିସର ଅବହେଳା ପାଇଁ ହିଂସା!-->…