ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସିବିଆଇ ଯାଞ୍ଚ ପାଇଁ ରାଜ୍ୟର ଅନୁମତି ବାଧ୍ୟତାମୂଳକ ନୂଆଦିଲ୍ଲୀ: ସିବିଆଇ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ବାଧ୍ୟତାମୂଳକ ଏବଂ ରାଜ୍ୟ ସରକାରଙ୍କ ବିନା ଅନୁମତି ବିନା କେନ୍ଦ୍ର, ଅନୁସନ୍ଧାନକାରୀ ସଂସ୍ଥାକୁ ଯାଞ୍ଚ ନିର୍ଦେଶ ଦେଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ…

ରାଜଧାନୀ ନକ୍ସା

ପ୍ରତ୍ୟେକ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ ସ୍ତରର କାର୍ଯ୍ୟକୁ ନିରିକ୍ଷଣ କରିବା, ସମିକ୍ଷା କରାଯିବା, ଯୋଜନା ପ୍ରଣୟନ କରିବା ସହିତ ଠିକ୍ ଭାବେ ଏହାର ବ୍ୟବସ୍ଥାଗତ ରୂପାୟନ କରାଯିବା ଲାଗି ଯେଉଁ ଅଫିସ ଗୁଡିକ ଏକତ୍ରିତ ହୋଇ ଗୋଟିଏ ଜାଗାରେ ରହିଥାଏ, ତାହାକୁ ସାଧାରଣତଃ ରାଜ୍ୟ ବା ଦେଶର…

ଦିଲ୍ଲୀରେ ଏଣିକି ମାସ୍କ ନ ପିନ୍ଧିଲେ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ ହେଉଛି କରୋନା ସ୍ଥିତି । କରୋନାର ଦ୍ବିତୀୟ ଲହର ଏବେ ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନାରେ ୪ରୁ ଅଧିକ ଜୀବନ ଯାଉଛି। ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ଶହେ ପାଖାପାଖି ରହୁଛି।…

ବେଙ୍ଗାଲୁରୁ ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍), ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି…

ଶୀତ ଋତୁରେ କିଭଳି ନେବେ ତ୍ୱଚାର ଯତ୍ନ

ଥଣ୍ଡା ପାଗରେ ତ୍ୱଚା ଓ କେଶ ଶୀଘ୍ର ପ୍ରଭାବିତ ହୋଇଥାଏ । ତେବେ ଆରମ୍ଭ ସମୟରୁ ଯତ୍ନ ଠିକ୍ ଭାବେ ନ ନେଲେ ବିଭିନ୍ନ ସମସ୍ୟା ଉୁଜିବା ଭୟ ରହିଛି । ଯୁବତୀ ଓ ମହିଳାମାନେ ଶୀତ ଦିନେ କେତୋଟି ନିୟମକୁ ମାନି ଚଳିଲେ ଏହି ଦିନରେ ନିଜ ତ୍ୱଚା ଭଲ ରହିପାରିବ । ତେବେ ଆସନ୍ତୁ ନଜର ପକାଇବା ଏଭଳି…

ଉଦିତ ନଗର ପ୍ୟାରେଡ ପଡିଆରେ ଅଗ୍ନିକାଣ୍ଡ

ରାଉରକେଲା : ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଉଦିତ ନଗର ଖେଳ ପଡିଆରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ପାଇପ ରଖାଯାଇଥିବା ବେଳେ ଆଜି ଦିନ ୧୨ଟା ୨୫ ରେ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁର ମାତ୍ରା ଅଧିକ ଥିବାରୁ ପାଖରେ ଦୋକନୀଙ୍କ ମଧ୍ୟରେ ଉଭୟ ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟ…

ବିଶ୍ୱ ଶୌଚାଳୟ ଦିବସ

ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ୍‍ ଅଧିନରେଏହି ଦିବସ ପାଳିତ ହେଉଛି। ପରିମଳ ସଙ୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଶୌଚାଳୟ ବ୍ୟବହାର କରିବା ପାଇଁ ଲୋକଙ୍କୁ…

ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ସମ୍ବଲପୁର : ସମ୍ବଲପୁର ସହରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ଦଣ୍ଡେଇପାଲି ଠାରେ ବେଆଇନ ଭାବରେ ତାଙ୍କର ପୁତ୍ର ଧର୍ମାନ୍ତରୀକରଣ, ସମ୍ପତ୍ତି ଜବରଦଖଲ କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ବରିଷ୍ଠ ମହିଳା ପ୍ରେମ ମଞ୍ଜରୀ…

ଘର ଓଡ଼ିଶାରେ; ଆନ୍ଧ୍ରରେ ଡ଼ାକଘର

ପାତ୍ରପୁର : ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ  ଦୀର୍ଘବର୍ଷ ବିତି ଯାଇଛି। ଏବେ ବି ଓଡ଼ିଶାର କିଛି ଗ୍ରାମ ଆନ୍ଧ୍ର ପରିଚୟରେ ରହିଛି। ଓଡ଼ିଶା ପରିଚୟରେ ଥିବା ଆନ୍ଧ୍ର ଗ୍ରାମକୁ ନିଜ ପରିସରଭୁକ୍ତ କରିବାରେ ଆନ୍ଧ୍ର ସଫଳ ହେବା ସହ  ଅନ୍ୟ କେତକ ଓଡ଼ିଶା ଗ୍ରାମରେ ନିଜର ଉପସ୍ଥିତି ଜାହିର…

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୁଲିସ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ…