ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ୧୬ ଆହତ

ବୁଧବାର ପାହାନ୍ତା ପ୍ରହର ସମୟ ପ୍ରାୟ ୩ଟା ସମୟରେ ଗୁଜୁରାଟର ଭଦୋଦରା ନିକଟରେ ଏକ ମିନି ଟ୍ରକ୍ ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ…

ରାଜ୍ୟର ପୃଥକ ସ୍ଥାନରୁ ବ୍ରାଉନସୁଗାର ,ଗଞ୍ଜେଇ ଜବତ ; ୩ ଗିରଫ

କୋରାପୁଟ/ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦ୍ୱାରା ଏହା ଅନେକ ସ୍ଥାନରୁ ଜବତ ହେଉଛି।କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଗୁନେଇଁପଡା ଶିବ ମନ୍ଦିର ଛକରୁ…

ଦିନକୁ ସାଢ଼େ ୪ ଘଣ୍ଟା ବିଧାନସଭ, ରହିବନି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ ସମସ୍ତ ଦଳର ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାପରେ ପ୍ରତିଦିନ…

ରାଜ୍ୟରେ ନୂଆ ଆକ୍ରାନ୍ତ ୮୬୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୦୨ ଓ ସ୍ଥାନୀୟ ସଂକ୍ରମଣ ୩୨୬ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ୧୦ ହଜାର ୯୨୦କୁ ବୃଦ୍ଧି ପାଇଛି।…

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ଏହା ସହିତ କରୋନା ଚନିତ ମୃତୁ୍ୟ ସଂଖ୍ୟା ୧୫୭୫ରେ ପହଂଚିଛି । ସୁ୍ନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତୁ୍ୟ ବାରଣ କରିଥିବା ଜଣାପଡିଛି ।…

ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର ଚନ୍ଦକା ଅଂଚଳରେ ନିର୍ମାଣ ଯୋଜନା

ଭୁବନେଶ୍ୱର: ରାଜଧାନୀରେ ଏକ ଅତ୍ୟାଧୁନିକ ଷ୍ଟେଟ୍ ଅଫ୍ ଦି ଆର୍ଟ ପରୀକ୍ଷାଗାର ନିର୍ମାଣ କରିବା ଲାଗି ପ୍ରାୟ ୫ ବର୍ଷ ତଳେ ନିଷ୍ପତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ହେଲେ ଆଜି ପର୍ଯ୍ୟନ୍ତ ଏଥିରେ ଇଟା ଣଣ୍ଡେ ବି ଯୋଡି ହୋଇପାରିଲା ନାହିଁ । ପ୍ରଥମେ ୟୁନିଟ୍-୪ ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ…

କରୋନା ସଂକ୍ରମଣ ଦ୍ୱିତୀୟ ପ୍ରବାହ ସମ୍ପର୍କରେ ସାମ୍ବାଦିକମାନେ ସଚେତନତା ସୃଷ୍ଟି କରନ୍ତୁ : ବାଚସ୍ପତି

ଜାତୀୟ ପ୍ରେସ୍ ଦିବସ ପାଳିତ ଭୁବନେଶ୍ୱର: ଶୀତଦିନ ବେଳକୁ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବିଶ୍ୱରେ ଖେଳିଯିବାର ସମ୍ଭାବନା ଥିବାରୁ ଏ ସମ୍ପର୍କିତ ଜନସଚେତନତା ସୃଷ୍ଟି କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ସାମ୍ବାଦିକମାନେ ଉଦ୍ୟମ କରିବା ଉଚିତ ବୋଲି ବିଧାନସଭାର ବାଚସ୍ପତି…

୬ କୁଳପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଭୁବନେଶ୍ୱର ଏକ ତାରକା ହୋଟେଲରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀକୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୧ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମେତ ଦୁଇଟି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିମନ୍ତ୍ରିତ କରାଯାଇଛି । ସନ୍ଧ୍ୟା ପ୍ରାୟ…

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ୧୦ମାସ ଧରି ପର୍ଯ୍ୟଟନ ଶିଳ୍ପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି କହିଲେ ଚଳେ । ଦୀର୍ଘ ମାସ ଧରି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବନ୍ଦ ରହିଥିବାରୁ କୌଣସି ପର୍ଯ୍ୟଟକ ଆସିନାହାନ୍ତି ଓ ପର୍ଯ୍ୟଟନ ବାବଦ ରାଜ୍ୟ ସରକାର ଏବଂ ସ୍ଥାନୀୟ ବ୍ୟକ୍ତିମାନେ ବିପୁଳ ଅର୍ଥନୈତିକ…

ରାଜଧାନୀରେ ବନ୍ଦ ହେବ ମାର୍କେଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ପଜିଟିଭ ହାର ୧୨% ଛୁଇଁଛି। ପୂରା ଦେଶର ପଜିଟିଭ ହାର ୩.୫% ଥିବା ବେଳେ ଦିଲ୍ଲୀ ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।କରୋନା…