ଖସୁଛି ଗ୍ରାଫ; ରାଜ୍ୟରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୪୪  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୧  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୭୩ ହେଉଛି ଲୋକାଲ୍ କେସ୍‌।

ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ଜଣ ମୃତକଙ୍କ ମଧ୍ୟରୁ…

ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଉକ୍ତ ବାଘ ଛାଲକୁ ବିକ୍ରି ପାଇଁ ଚୁକ୍ତି କରୁଥିବା ବେଳେ ଏସଟିଏଫ ଟିମ…

ମହାକାଶ ଷ୍ଟେସନରେ ପହଞ୍ଚିଲେ ୪ ମହାକାଶଚାରୀ

ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ପ୍ରଥମ ଥର ପାଇଁ ଚାରିଜଣ ମହାକାଶଚାରୀଙ୍କୁନେଇ ସଫଳତାର ସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅବତରଣ କରିଛି। ୨୭ ଘଣ୍ଟିଆ କକ୍ଷପଥ ବୁଲିବାପରେ ପରେ କ୍ରୁ -୧ ମିଶନ୍ ସ୍ପେଶ ଷ୍ଟେସନରେ ସୋମବାର ରାତିରେ ୪ ଜଣ ମହାକାଶଚାରୀ ଅବତରଣ କରିଛନ୍ତି। ଉକ୍ତ…

ଆର୍ଯ୍ୟ ସମାଜ ପକ୍ଷରୁ ଋଷି ନିର୍ବାଣ ଦିବସ ପାଳିତ

ଭୁବନେଶ୍ୱର: ଭାରତବର୍ଷରେ ସଂସ୍କାରବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବର୍ତ୍ତକ, ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୮୭ତମ ନିର୍ବାଣ ଉତ୍ସବ ଗତକାଲି ପବିତ୍ର ଦୀପାବଳୀର ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ, ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର…

ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା ଆରମ୍ଭ

ଭୁବନେଶ୍ୱର: ଶିଶୁମାନେ ଭବିଷ୍ୟତରେ ବଡ ହେବା ପାଇଁ ସ୍ୱପ୍ନ ଦେଖିବା ଓ ଏହି ସ୍ୱପ୍ନକୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖିବା ଆବଶ୍ୟକ । ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଏଥିପାଇଁ ପ୍ରେରଣା ଯୋଗାଇ ଦେବାକୁ 'ପିକକ୍' ଶିଶୁମେଳାର ଉଦଘାଟନ…

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରର ସମସ୍ତ ଧାମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି । ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିରୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି । ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି । ନିର୍ଦ୍ଧିଷ୍ଟ…

ପଦ୍ମ ଘୁଂଚି ଘୁଂଚି ଯାଉଛି…

ଏହା ସମସ୍ତଙ୍କୁ ବେଶ୍ ମାଲୁମ୍ ଯେ କରୋନା ମହାମାରୀ ଦ୍ୱାରା ଏବେ ସାରା ବିଶ୍ୱ ପ୍ରପିଡିତ । ଏକକୋଟିରୁ ଉଦ୍ଧ୍ୱର୍ ଜନସାଧାରଣ କୋଭିଡ-୧୯ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିଲା ବେଳେ ମୃତ୍ୟୁ ସଂଖ୍ୟା ଲକ୍ଷାଧିକ ହୋଇଛି । ଏବେ ବି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ…

ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି, ଅଧିକ ଧାନ କିଣାଯିବାର ବ୍ୟବସ୍ଥା କରାଯାଉଛି : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ରାଜ୍ୟରେ ଧାନ ସଂଗ୍ରହ ନେଇ କୌଣସି ସମସ୍ୟା ନାହିଁ ବୋଲ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଦୁଇଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି। ଧାନ କିଣାରେ କୌଣସି ଅସୁବିଧା ନାହିଁ, ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି। ଚଳିତ ବର୍ଷ ୭୧ ଲକ୍ଷ …

ଉତ୍ତରପ୍ରଦେଶର ବଡ ଧରଣର ସଡ଼କ ଦୁର୍ଘଟଣା ; କାର ଓଲଟି ୬ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର…