ବିଧାନସଭା ଅଧିବେଶନ ୨୦ରୁ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ୨୦ରୁ ବସିବ । ଏହା ପୂର୍ବରୁ ୧୮ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହା ଦିନ ୧୧ଟାରୁ ଆରମ୍ଭ ହେବ ।କରୋନା କଟକଣା ମଧ୍ୟରେ ଶୀତକାଳିନ ଅଧିବେଶନ କିପରି ପରିଚାଳନା କରାଯିବ ଓ ଏଥିରେ ପ୍ରଶ୍ନକାଳ ସମୟ ରହିବ କି ନାହିଁ ଏବଂ ବୈଠକ କିପରି ସୁରୁଖୁରୁର…

ନୀତିଶ ହେବେ ମୁଖ୍ୟମନ୍ତ୍ରୀ : ଆଜି ଶପଥ ଗ୍ରହଣ

ନୂଆଦିଲ୍ଲୀ/ପାଟନା : ବିହାରରେ ପୁଣି ଥରେ ଚାଲିବ ନୀତିଶ କୁମାରଙ୍କ ରାଜ୍ ୭ମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି। ଅନ୍ୟ ପକ୍ଷରେ…

ଦୀପାବଳିର ଆଲୋକ

ଦୀପାବଳି ଅମାବାସ୍ୟାରେ ପଡିଥାଏ । ଆକାଶରେ ଚନ୍ଦ୍ର ନଥିଲାବେଳେ ଘନ ଅନ୍ଧକାର ମଧ୍ୟରେ ସେହିଦିନ ସନାତନୀ ଧର୍ମ ଅନୁଯାୟୀ ପିତୃପୁରୁଷଙ୍କୁ ଶାସ୍ତ୍ରାନୁଯାୟୀ ବିଧିବିଧାନ ମାନି ଡକାଯାଇଥାଏ । ଏଥିରେ ଉତରପୁରୁଷ ଭଲରେ ରହିବା ଲାଗି ପୂର୍ବପୁରୁଷଙ୍କ ସ୍ମରଣ କରାଯାଇଥାଏ । ଦିପାଲୋକରେ ନିଜ ନିଜ ଘର…

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ; ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର : ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ…

କରୋନା ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଶୁକ୍ରବାର ଗୁଜରାଟର ଜାମନଗରଠାରେଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‍ଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ(ଏନ୍‍ଆଇଏ)ର ଉଦ୍‍ଘାଟନ କରିଛନ୍ତି।  ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ…

ଶୁଭ ଧନତେରସ ; ନିଶ୍ଚୟ କରନ୍ତୁ ଏହି ଉପାୟ

ଦୀପାବଳି ପର୍ବ ଧନତେରସ ଠାରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ। ବିଭିନ୍ନ ସମସ୍ୟାର ସମାଧାନ ତଥା…

ନାଳରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଏକ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି। ଗତ କାଲି ଠାରୁ ଉକ୍ତ ଶିଶୁ କନ୍ୟାଟି ନିଖୋଜ ରହିଥିଲା। ଆଜି ସକାଳ ସମୟରେ ଶିଶୁଟିର ମୃତଦେହ ଘର ନିକଟ ନାଳରେ…

ଗ୍ୟାସରେ ପୋଡ଼ି ହୋଇ ଶାଶୁ-ବୋହୁ ମୃତ

କେଶଦୁରାପାଳ : ଗ୍ୟାସରେ ପୋଡ଼ି ହୋଇ ୨ ମହିଳା ଗୁରୁତର ହୋଇ କଟକ ସ୍ଥାନ୍ତାନ୍ତର  ହୋଇଥିବା ବେଳେ କଟକରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାରୁ ଜଣାଯାଏ ଘଷିପୁରା ଥାନା  ଛକ ନିକଟରେ ଥିବି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପଛପଟେ ରହୁଥିବା ବିନୋଦ ଦାସଙ୍କ ପତ୍ନୀ କାନନ ଦାସ…

୧୬ରେ ନୀତୀଶଙ୍କ ଶପଥ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ନୀତୀଶ କୁମାର ସପ୍ତମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ନଭେମ୍ବର ୧୬ (ସୋମବାର) ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

କୋଟିପତି କିରାଣୀ ଗିରଫ : ଦରମା ୫୦ ହଜାର କିନ୍ତୁ ୧ କୋଟି ୩୨ ଲକ୍ଷରୁ ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ

ଭୁବନେଶ୍ଵର : ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କିରାଣୀଙ୍କୁ ଆଜି ଗିରଫ କରାଯାଇଛି। ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।  ଗତକାଲି ଭିଜିଲାନ୍ସ ପକ୍ଷରୁ…