ଘରକୁ ଫେରିଲେ ଅପହୃତ କ୍ରସର ମାଲିକ
ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ କ୍ରସର ୟୁନିଟର ଅନୀତି ଦୂରରୁ ଅପହରଣ ହୋଇଥିବା କ୍ରସର ମାଲିକ ପ୍ରଦୀପ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି। ତେବେ ଅପହରଣ ବିଷୟରେ କିଛି ମୁଁହ ଖୋଲିନାହାନ୍ତି। ଗତ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଅପହରଣ କରାଯାଇଥିଲା!-->…