ଯାତନା ଦେଉଛି ସ୍ମାର୍ଟସିଟି-୧୭ : ଅଲୋଡ଼ା ‘ମୋ ବସ୍ ଷ୍ଟପ୍’
ଭୁବନେଶ୍ବର : ସ୍ମାର୍ଟସିଟିରେ ସବୁ ଅଞ୍ଚଳର ଲୋକଙ୍କୁ ସହଜ ବସ୍ ସେବା ଯୋଗାଇ ଦେବା ନିମନ୍ତେ ୨୦୧୮, ନଭେମ୍ବର ୬ରେ ‘ମୋ ବସ୍’ ସେବା ଆରମ୍ଭ ହେଲା। ପ୍ରତି ଅଞ୍ଚଳରେ ସୁଲଭ ମୂଲ୍ୟରେ ବସ୍ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିଲା। ଆଗାମୀ ଦିନରେ ବିଦ୍ୟୁତ୍ଚାଳିତ ବସ୍ େସବା ଯୋଜନା ବି!-->…