ଖ୍ରୀଷ୍ଟମାସ ସୁଦ୍ଧା ଫାଇଜର ଟିକା!
ନୂଆଦିଲ୍ଲୀ : ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ୱାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା । ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍!-->…